Entertainment

ଆଜି ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ

priyanka

ଆଜି ପ୍ରିୟଙ୍କାଙ୍କ ନିର୍ବନ୍ଧ ହୋଇଛି । ପୁରା ହିନ୍ଦୁ ରୀତିନୀତିରେ ଏହି ନିର୍ବନ୍ଧ ହୋଇଛି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସଙ୍କ ନିର୍ବନ୍ଧର ପ୍ରଥମ ଫଟୋ ସାମ୍ନାକୁ ଆସିଲା । ପ୍ରିୟଙ୍କା ନିଜ ନିର୍ବନ୍ଧରେ ହଳଦିଆ ଓ ଧଳା ରଙ୍ଗର ଡ଼୍ରେସ ପିନ୍ଧିଛନ୍ତି । ଏହାସହ ନିକ୍ ଧଳା ରଙ୍ଗର କୁର୍ତା ପିନ୍ଧିଥିବା ଦେଖାଯାଇଛି । ପ୍ରିୟଙ୍କାଙ୍କ ଘର ବାହାରେ କଡ଼ା ସିକ୍ୟୁରିଟି ଥିବା ଦେଖିବାକୁ ମିଳିଛି । ଏହାସହ ଘରର ମେନ ଗେଟ ବନ୍ଦ କରିଦିଆଯାଇଛି।

priyanka

ନିର୍ବନ୍ଧ ପରେ ପ୍ରିୟଙ୍କା ରାତିରେ ଏକ ବଡ଼ ପାର୍ଟି ରଖିଛନ୍ତି। ଏହି ପାର୍ଟିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ, ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ, ନିର୍ଦ୍ଦେଶକ କରଣ ଜୋହର, ଫ୍ୟାସନ ଡ଼ିଜାଇନର ମନିଷ ମଲହୋତ୍ରା , ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରମୁଖ ସାମିଲ ହେବେ। ଏହାସହ ପ୍ରିୟଙ୍କାଙ୍କ ଘରେ ଭଉଣୀ ପରିଣୀତି ଚୋପ୍ରା ଏବଂ ପ୍ରଡ଼୍ୟୁସର ସୃଷ୍ଟି ବହଲ ପହଞ୍ଚି ସାରିଛନ୍ତି।

ପ୍ରିୟଙ୍କା ନିର୍ବନ୍ଧ ଓ ତାଙ୍କ ନିର୍ବନ୍ଧ ମୁଦିକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ କୁହାଯାଉଛି ଯେ ନିକ ଆଜି ପ୍ରିୟଙ୍କାଙ୍କୁ ଦେଢ କୋଟିର ରିଙ୍ଗ ପିନ୍ଧାଇବେ । ତେବେ ଏବେଠାରୁ ସୋସିଆଲ ମିଡ଼ିଆରେ ପ୍ରିୟଙ୍କାଙ୍କୁ ତାଙ୍କ ଫ୍ୟାନମାନେ ଶୁଭେଚ୍ଛା ଜଣାଉଛନ୍ତି।

ପଢନ୍ତୁ;ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରି ବିବାଦରେ ଫସିଲେ ସିଦ୍ଧୁ

Related posts

ଶିଳ୍ପା, ହିନାଙ୍କ ମଧ୍ୟରେ ତୁଟିନି ବିବାଦ ! ପାର୍ଟିକୁ ହିନାଙ୍କୁ କରିବେ ନାହିଁ ନିମନ୍ତ୍ରଣ : ଶିଳ୍ପା ସିନ୍ଧେ

ENO Beuro

ନର୍ଭସ ହେଲେ ଟାଇଗର ସ୍ରଫ୍ , ଜାଣନ୍ତୁ କାରଣ କ ‘ ଣ ?

ENO Beuro

୧୮ ବର୍ଷ ପରେ ଫିଲ୍ମରେ ଏକାଠି ଆସୁଛନ୍ତି ଏହି ସୁପର ହିଟ ଯୋଡି

ENO Beuro

Leave a Comment