‘ଭାରତ’ ସିନେମାରେ ସଲମାନଙ୍କ ନାୟିକା ହେବେ ଏହି ହିରୋଇନ 

 ‘ଭାରତ’ରେ ସଲମାନଙ୍କ ବିପକ୍ଷରେ ନଜର ଆସିବେ ପ୍ରିୟଙ୍କା

ଫିଲ୍ମ ଓ ଟେଲି ସୋ’ କାମରେ ହଲିଉଡରେ ବ୍ୟସ୍ତ ଥିବା ପ୍ରିୟଙ୍କା ଚୋପ୍ରା ଏହି ବର୍ଷ ବଲିଉଡକୁ ଫେରୁଛନ୍ତି ।  ‘ଭାରତ’ ସିନେମାରେ ପ୍ରିୟଙ୍କା ଦବଙ୍ଗ ଖାନ ସଲମାନଙ୍କ ବିପକ୍ଷରେ ନଜର ଆସିବେ ।ତେବେ ଏ ନେଇ ପ୍ରିୟଙ୍କା ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ଫଟୋ ସେୟାର କରିଥିଲେ ।

ସଲମାନ ଏବଂ ପ୍ରିୟଙ୍କାଙ୍କୁ ‘ଭାରତ’ରେ ପ୍ରାୟ ୧୦ ବର୍ଷ ପରେ ଏକା ସାଙ୍ଗରେ ଦେଖିବାକୁ ମିଳିବ।ଏହା ପୂର୍ବରୁ ସଲମାନ ଏବଂ ପ୍ରିୟଙ୍କାଙ୍କୁ ଏକା ସାଙ୍ଗରେ ‘ମୁଝସେ ସାଦି କରୋଗୀ’ , ‘ସଲାମେ ଇସ୍କ’ ଏବଂ ‘ଗଡ୍‌ ତୁସି ଗ୍ରେଟ ହୋ’ ଚଳଚ୍ଚିତ୍ରରେ ଦେଖାଯାଇଛି ।

ଟେଲି ସୋ’ ‘କ୍ୱାଣ୍ଟିକୋ’ର ସୁଟିଂରେ କରୁଥିବା ସମୟରେ‘ଭାରତ’ର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜାଫରଙ୍କ ସହ ପ୍ରିୟଙ୍କାଙ୍କର ଏକ ଇଣ୍ଟରନ୍ୟାସନାଲ ସୋ’ରେ ଦେଖା ହୋଇଥିଲା । ଏହି ସମୟରେ ଅଲ୍ଲୀ ତାଙ୍କୁ ଅଭିନୟ ପାଇଁ ଅଫର ଦେଇଥିଲେ ବୋଲି ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏତେ ଦିନର ବ୍ୟବଧାନ ପରେ ଦୁହିଁଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ରହିଛି ।

ପଢନ୍ତୁ ;

ଭଗବାନ ଶିବଙ୍କର ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା କି ଲାଭ ମିଳିଥାଏ ଜାଣନ୍ତୁ

ସଲମାନ ଏବଂ ପ୍ରିୟଙ୍କାଙ୍କୁ ‘ଭାରତ’ରେ ପ୍ରାୟ ୧୦ ବର୍ଷ ପରେ ଏକା ସାଙ୍ଗରେ ଦେଖିବାକୁ ମିଳିବ - 4.6

91%

‘ଭାରତ’ ସିନେମାରେ ପ୍ରିୟଙ୍କା ଦବଙ୍ଗ ଖାନ ସଲମାନଙ୍କ ବିପକ୍ଷରେ ନଜର ଆସିବେ - 4.4

88%
4.5/5

Very Good!

‘ଭାରତ’ ସିନେମାରେ ସଲମାନଙ୍କ ନାୟିକା ହେବେ ଏହି ହିରୋଇନ

ଫିଲ୍ମ ଓ ଟେଲି ସୋ’ କାମରେ ହଲିଉଡରେ ବ୍ୟସ୍ତ ଥିବା ପ୍ରିୟଙ୍କା ଚୋପ୍ରା ଏହି ବର୍ଷ ବଲିଉଡକୁ ଫେରୁଛନ୍ତି ।  ‘ଭାରତ’ ସିନେମାରେ ପ୍ରିୟଙ୍କା ଦବଙ୍ଗ ଖାନ ସଲମାନଙ୍କ ବିପକ୍ଷରେ ନଜର ଆସିବେ ।ତେବେ ଏ ନେଇ ପ୍ରିୟଙ୍କା ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ଫଟୋ ସେୟାର କରିଥିଲେ । 

No Votes Yet

You're not rated yet