ମହାକାଶ ଯିବେ ପ୍ରିୟଙ୍କା ଚୋପ୍ରା

ଆସନ୍ତା ମାସରୁ ଚଳଚିତ୍ରର ଶୁଟିଙ୍ଗ ଆରମ୍ଭ ହେବ

ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କାରଣ ସେ ଏବେ ବଲିଉଡ କି ହଲିଉଡ ନୁହେଁ ସିଧା ମହାକାଶ ଯିବେ । ମିଳିଥିବା ସୂଚନା ଅନୁସାରେ ମହାକାଶଚାରୀ କଳ୍ପନା ଚାଓଲାଙ୍କ ବାୟୋପିକରେ ଅଭିନୟ କରିବା ପାଇଁ ସାଇନ କରିଛନ୍ତି  ପ୍ରିୟଙ୍କା ଚୋପ୍ରା ।

ଆସନ୍ତା ମାସରୁ ଚଳଚିତ୍ରର ଶୁଟିଙ୍ଗ ଆରମ୍ଭ ହେବ । କ୍ଵାଣ୍ଟିକୋ ସିଜନ – ୩ କାମ ସାରି ଆସିଥିବା ପ୍ରିୟଙ୍କା ବାକି ସେଷ ୩ ଟି ଏପିଷୋଡ ସୁଟିଙ୍ଗ କରିବାକୁ ଆୟରଲ୍ୟାଣ୍ଡ ଯିବେ । ସେ ଭାରତ ଓ ଆମେରିକା ଦୁଇଟି ରାଷ୍ଟ୍ର ରେ ନିଜର କ୍ୟାରିୟର ବଜାୟ ରଖିବାକୁ ଚାହୁଁଛନ୍ତି ।

କଳ୍ପନା ଚାଓଲାଙ୍କ ବାୟୋପିକକୁ ଏକ ନୂଆ ପ୍ରଡକ୍ସନ କମ୍ପାନୀ ଗେଟୱେ ପ୍ରସ୍ଥୁତ୍ଵ କରିବା ଏବଂ ଏହାକୁ ଆନ୍ତର୍ଜାତିକ ରୂପ ଦିଆଯିବ । ପ୍ରଥମ କରି ନିର୍ଦେଶନ ଦେଉଥିବା ପ୍ରିୟ ମିଶ୍ର ସେତେବେଳେ ଏକ ଅଗ୍ରଣୀ ଦୈନିକ ଖବର କାଗଜ ନିକଟରେ ପ୍ରକାଶ କରି କହିଥିଲେ ଯେ , ଗତ ୭ ବର୍ଷ ହେବ ଏହି ପ୍ରୋଜେକ୍ଟ ଉପରେ ସେ କାମ କରିଛନ୍ତି ।

ନୂଆ ପ୍ରଡ଼କ୍ସନ ହାଉସ ବ୍ୟାନରରେ ଏହା ନିର୍ମିତ ହେବ । ଏଥିରେ ପ୍ରିୟଙ୍କାଙ୍କୁ ସାମିଲ କରାଯାଇଛି । ଗତ ବର୍ଷେ ହବ ଏହାର ମୂଳ କାମ ଚାଲିଛି । ପ୍ରିୟଙ୍କା ଆଗାମୀ ତିନି ମାସ ମୁମ୍ବାଇରେ ରହୁଥିବାରୁ ସିନେମା ନିର୍ମାଣ ନେଇ ଜୋର ଚର୍ଚା ଧରିଛି । ୨୦୧୬ରେ ସେଷ ଥର ଚଳଚିତ୍ର “ଜୟ ଗଙ୍ଗାଜଲ”ରେ ପ୍ରିୟାଙ୍କାଙ୍କୁ ପରଦାରେ ଦେଖିଥିଲେ ଦର୍ଶକ ।

ପଢନ୍ତୁ ;

ଝିଅର ମାତା-ପିତା ଝିଅର ପ୍ରେମିକାକୁ ପ୍ରଥମ ଦେଖରେ କେଉଁ ପ୍ରଶ୍ନ କରନ୍ତି ଜାଣନ୍ତୁ

କ୍ଵାଣ୍ଟିକୋ ସିଜନ - ୩ କାମ ସାରି ଆସିଥିବା ପ୍ରିୟଙ୍କା ବାକି ସେଷ ୩ ଟି ଏପିଷୋଡ ସୁଟିଙ୍ଗ କରିବାକୁ ଆୟରଲ୍ୟାଣ୍ଡ ଯିବେ - 90%

90%

ମିଳିଥିବା ସୂଚନା ଅନୁସାରେ ମହାକାଶଚାରୀ କଳ୍ପନା ଚାଓଲାଙ୍କ ବାୟୋପିକରେ ଅଭିନୟ କରିବା ପାଇଁ ସାଇନ କରିଛନ୍ତି  ପ୍ରିୟଙ୍କା ଚୋପ୍ରା - 92%

92%
91%

Excellent!

ମହାକାଶ ଯିବେ ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କାରଣ ସେ ଏବେ ବଲିଉଡ କି ହଲିଉଡ ନୁହେଁ ସିଧା ମହାକାଶ ଯିବେ । ମିଳିଥିବା ସୂଚନା ଅନୁସାରେ ମହାକାଶଚାରୀ କଳ୍ପନା ଚାଓଲାଙ୍କ ବାୟୋପିକରେ ଅଭିନୟ କରିବା ପାଇଁ ସାଇନ କରିଛନ୍ତି  ପ୍ରିୟଙ୍କା ଚୋପ୍ରା । 

No Votes Yet

You're not rated yet