POLITICALS

ଭୋଟ ପାଇଁ ବୋଟରେ ଯାତ୍ରା କଲେ ପ୍ରିୟଙ୍କା ଗାନ୍ଧୀ

ଲୋକସଭାକୁ ସବୁଠୁ ଅଧିକ ଆସନ ଦେଉଥିବା ଉତ୍ତରପ୍ରଦେଶରେ  ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ  ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରିୟାଙ୍କା ଗାନ୍ଧି ଆରମ୍ଭ କରିଥିବା ‘ଗଙ୍ଗା ଯାତ୍ରା’ର ଆଜି ଦ୍ୱିତୀୟ ଦିନ। ପ୍ରୟାଗରାଜରୁ ବାରାଣସୀ ଦୀର୍ଘ ୧୪୦ କିଲୋମିଟର ଯାତ୍ରା କରିବେ ପ୍ରିୟଙ୍କା। ମାର୍ଚ୍ଚ ୧୯ରେ ପ୍ରସିଦ୍ଧ ଅସ୍ସି ଘାଟରେ ଏକ ସ୍ବାଗତ ସମାରୋହ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଉତ୍ତରପ୍ରଦେଶର ସଂସ୍କୃତି ଏବଂ ଇମୋସନ୍ ସହ ଗଙ୍ଗାର ସଂପର୍କ ଅତି ନିବିଡ ଏହାର ଫାଇଦା ଉଠେଇବାକୁ ପ୍ରସ୍ତୁତ ହୋଇସାରିଲେଣି।

priyanka gandhi

ମୋଦୀ ନିଜ ନାମ ପୂର୍ବରୁ ଚୌକିଦାର  ଶବ୍ଦର ବ୍ୟବାହର କରୁଥିବା ନେଇ ପ୍ରିୟଙ୍କା କହିଛନ୍ତି”କେବଳ ଧନୀ ଲୋକଙ୍କ ଘରେ ଚୌକିଦାର ରହିଥାନ୍ତି, ଚାଷୀଙ୍କ ଘରେ ଚୌକିଦାର ନଥାନ୍ତି”। ଚାଷୀଙ୍କ ଆୟ ଗତ ୫ ବର୍ଷ ମଧ୍ୟରେ ପୂର୍ବ ୪୫ ବର୍ଷ ତୁଳନାରେ ହ୍ରାସ ପାଇଛି ବୋଲି ସେ କହିଛନ୍ତି।
ପଢନ୍ତୁ: ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ

Related posts

ଓଡିଶାରେ ବିଜେପିକୁ ଟାର୍ଗେଟ୍ କଲେ ବିଏସ୍‌ପି ସୁପ୍ରିମୋ ମାୟାବତୀ

Ratnamani Moharana

ଆମେଥିରେ କଂଗ୍ରେସ ଅଧକ୍ଷ ରାହୁଲଙ୍କ ପଛରେ ସ୍ମୃତି ଇରାନୀ

Ratnamani Moharana

କାମଚଳା ବାଚସ୍ପତି ହେଲେ ବରିଷ୍ଠ ବିଜେପି ନେତା ସନ୍ତୋଷ ଗଙ୍ଗୱାର

Ratnamani Moharana

Leave a Comment