POLITICALS

ପ୍ରଥମ ଭାଷଣରେ ମୋଦୀଙ୍କୁ ଟାର୍ଗେଟ କାଲେ ପ୍ରିୟଙ୍କା: ଆକାଉଣ୍ଟରେ ୧୫ ଲକ୍ଷ କାହିଁ!!

priyanka

ପ୍ରଥମ ନିର୍ବାଚନ ଭାଷଣରେ ମୋଦୀଙ୍କୁ ଟାର୍ଗେଟ କାଲେ ପ୍ରିୟଙ୍କା ଗାନ୍ଧୀ…

ପ୍ରିୟଙ୍କା ଗାନ୍ଧୀ  କୌଣସି ରାଲିକୁ ସମ୍ବୋଧନ କରିବେ ନାହିଁ କଂଗ୍ରେସ କହିବାର ୨୪ ଘଣ୍ଟା ହୋଇନଥିବାବେଳେ ପ୍ରିୟଙ୍କା ଗାନ୍ଧୀ ଏକ ନିର୍ବାଚନ ପ୍ରଚାରରେ ଯୋଗ ଦେଇ ମୋଦୀଙ୍କୁ ଟାର୍ଗେଟ  କରି କହିଛନ୍ତିକି, ସମସ୍ତଙ୍କ ଆକାଉଣ୍ଟକୁ  ୧୫ ଲକ୍ଷ ଟଙ୍କା ଦେବାପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ୧୫ ଲକ୍ଷ ଟଙ୍କା ଗଲା କୁଆଡେ? ବର୍ଷକୁ ୨ କୋଟି ହିସାବରେ ୫ ବର୍ଷରେ ୧୦ କୋଟି ନିଯୁକ୍ତି ଦେବା ପାଇଁ ଦଳ କହିଥିଲା ନିଯୁକ୍ତି  ଗଲା କୁଆଡେ? ଏଭଳି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ସଭାସ୍ଥଳକୁ ପ୍ରାୟ ୧୦ ମିନିଟ ପାଇଁ ବାନ୍ଧି ରଖିଥିଲେ ଶ୍ରୋତାମାନଙ୍କୁ।

ମୋଦୀଙ୍କ  ଫିତରତ ଉକ୍ତିକୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି, ଦେଶର ଫିତରତ ହେଉଛି ସତ ମାର୍ଗରେ ପରିଚାଳିତ ହେବା ଏବୋନ ଘୃଣା ଭାବକୁ ପ୍ରେମରେ ରୂପାନ୍ତରିତ କରିବା, କଂଗ୍ରେସ ଏବେ ତାହା କରୁଛି। ସୂଚନାନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅହମ୍ମଦାବାଦ ରାଲିରେ ପାକିସ୍ତାନକୁ ଟାର୍ଗେଟ କରି କହିଥିଲେ,” ଚୂନ ଚୂନ କେ  ହିସାବ ଲେନ ମେରା ଫିତରତ ହେ”।

ପଢନ୍ତୁ:  ଧୋନୀଙ୍କ ସହ ପନ୍ତଙ୍କ ତୁଳନା କୁ ନାପସନ୍ଦ କାଲେ ବୋଲିଂ କୋଚ ଭରତ ଅରୁଣ

Related posts

ବିଜେଡ଼ିକୁ ପ୍ରତ୍ୟୁଷାଙ୍କ ଧମକ: ଦଳୀୟ ଟିକେଟ ବିନା ମଧ୍ୟ ନୟାଗଡ଼ରୁ ଲଢିବି

Ratnamani Moharana

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିଙ୍କୁ ହରାଇ ହରି ହେଲେ ରାଜ୍ୟସଭାର ଉପସଭାପତି

ENO Beuro

ଭୁପେଶ ବାଘେଲ ହେଲେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

ENO Beuro

Leave a Comment