News

ଫେବୃଆରୀରେ କୋରାପୁଟ ଆସିବେ ପ୍ରିୟଙ୍କା

priyanka

ଓଡିଶା ଆସିବେ ପ୍ରିୟଙ୍କା। ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ କୋରାପୁଟ ଆସିବା ପାଇଁ କଂଗ୍ରେସର ମୁଖ୍ୟ ସଚେତକ ତଥା ବିଧାୟକ ତାରାପ୍ରସାଦ ବାହିନୀପତି ନିମନ୍ତ୍ରଣ କରିଥିବା ସୂଚନା ଦେଇଛନ୍ତି। ଏପରିକି ଏ ବାବଦରେ ସେ ରାହୁଲ ଗାନ୍ଧୀଙ୍କ ସହ ଗତ ୨୫ ତାରିଖ ଗସ୍ତ ସମୟରେ ଆଲୋଚନା କରିଥିବା କହିଛନ୍ତି। ତେଣୁ ଆସନ୍ତା ଫେବ୍ରୁଆରିରେ ପ୍ରିୟଙ୍କା କୋରାପୁଟ ଆସିବେ ବୋଲି ବିଧାୟକ କହିଛନ୍ତି। ତେବେ କେବେ ଓ କେଉଁଠି କାର୍ଯ୍ୟକ୍ରମ ହେବ ତାହା ସ୍ଥିର ହୋଇ ନ ଥିବା ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,କୋରାପୁଟରେ ଏକ ବିଶାଳ ସମାବେଶରେ ପ୍ରିୟଙ୍କା ଯୋଗଦେବା ସହ ସାଧାରଣ ଲୋକଙ୍କୁ ଉଦ୍‌ବୋଧନ ଦେବେ । ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ପ୍ରିୟଙ୍କାଙ୍କ ଓଡ଼ିଶା ଗସ୍ତକୁ ସବୁଜ ସଙ୍କେତ ଦେଇଥିବା ଜଣାପଡ଼ିଛି ।

ପଢନ୍ତୁ; ଶ୍ରଦ୍ଧାଞ୍ଜଳି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

Related posts

ଅମ୍ବାନୀଙ୍କ ଆୟ ଦିନକୁ ୩୦୦ କୋଟି,ସପ୍ତମ ଥର ପାଇଁ ହେଲେ ଶ୍ରେଷ୍ଠ ଭାରତୀୟ ଧନୀ

ENO Beuro

ପରଲୋକରେ ବଲିଉଡ ଅଭିନେତ୍ରୀ ଗୀତା କପୁର !

ENO Beuro

ମନି ଲଣ୍ଡରିଂ ମାମଲା: ରବର୍ଟ ଭଦ୍ରାଙ୍କୁ ଇଡିର ୬ ଘଣ୍ଟା ଜେରା

ENO Beuro

Leave a Comment