News

ଭଗତ୍‌ ସିଂଙ୍କୁ ଆତଙ୍କବାଦୀ କହି ଅଡୁଆରେ ପ୍ରଫେସର

professer

ଜମ୍ମୁ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ମହମ୍ମଦ ତାଜୁଦ୍ଦିନ ଭଗତ ସିଂ  ଙ୍କୁ ଆତଙ୍କବାଦୀ କହିଥିବା ଅଭିଯୋଗ ହୋଇଛି। ହି ଅଭିଯୋଗ ବିଶ୍ୱବିଦ୍ୟାଳୟର ଭାଇସ୍‌ ଚାନସ୍‌ଲରଙ୍କ ପାଖେ ପହଞ୍ଚିବା ସହ ପ୍ରଫେସରଙ୍କୁ କ୍ଲାସ ନେବାକୁ ବାରଣ କରାଯାଇଛି। ତେବେ ଏହି ଘଟଣାର ଯାଞ୍ଚ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଏ ସମ୍ପର୍କରେ ପ୍ରଫେସର ତାଜୁଦ୍ଦିନ କହିଛନ୍ତି ତାଙ୍କ ୨ ଘଣ୍ଟାର କ୍ଲାସରେ ସେ ରୁଷ କ୍ରାନ୍ତିକାରୀ ଲେନିନଙ୍କ ବିଷୟରେ ଆଲୋଚନା କରିଥିଲେ।

professer

ପ୍ରଫେସରଙ୍କ କହିବା ଅନୁସାରେ,ମୁଁ ରୁଷୀୟ ବିପ୍ଳବୀ ଲେନିନ୍‌ଙ୍କ ବିଷୟ ପଢାଉଥିଲି। ସେହି ପ୍ରସଙ୍ଗରେ ମୁଁ କହିଥିଲି ଯେ ରାଜ୍ୟ ବିରୋଧରେ ଯେ କୌଣସି ହିଂସା ଆଚରଣକୁ ରାଜ୍ୟ ‘ଆତଙ୍କବାଦ’ ବୋଲି କହେ। ମୋ ଭାଷଣରୁ ୨୫ ସେକେଣ୍ଡ୍‌ କାଢ଼ି ଅଣାଯାଇଛି, ସେଥିରେ ଆତଙ୍କବାଦୀ ଶବ୍ଦ ରହିଛି। ଯଦି ସେଥିରେ କାହାକୁ ଆଘାତ ଲାଗିଛି ସେଥି ପାଇଁ ମୁଁ ଦୁଃଖିତ।

ପଢନ୍ତୁ;  ରାତିରେ ଅଇଁଠା ବାସନ ନ ଧୋଇ ରଖୁଛନ୍ତି କି? ଜାଣନ୍ତୁ ଏହାର ପରିଣାମ

Related posts

୨୦୨୫ ସୁଦ୍ଧା ଭାରତ ହେବ ଟିବି ମୁକ୍ତ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ଦିଲ୍ଲୀରେ ସାଇକ୍ଳୋଥନକୁ ଉଦ୍ଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ENO Beuro

ପୁଲଓ୍ୱାମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ସମେତ ୩ ଆତଙ୍କୀଙ୍କୁ ମାରିଲେ ସୁରକ୍ଷାବାହିନୀ

Ratnamani Moharana

Leave a Comment