News

ପାରାଦୀପ ହେବ ବିକାଶର ଇଞ୍ଜିନ, ୧୧ ହଜାରେ କୋଟିର ପ୍ରକଳ୍ପ ଉଦଘାଟିତ

nitin

‘ଓଡିଆମାନେ ଆଉ ନିଯୁକ୍ତି ମାଗିବେନି ବରଂ ନିଯୁକ୍ତି ଦେବେ’ ବୋଲି ଦୃଢୋକ୍ତି ବାଢିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୁତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତକାଲି ପାରାଦୀପଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୧ହଜାର କୋଟି ଟଙ୍କାର କେତେକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଛି। କେନ୍ଦ୍ର ସରକାରଙ୍କ ଦୁଇ ବରିଷ୍ଠ ମନ୍ତ୍ରୀ ନୀତିନ ଗଡ଼କରି ଓ ଧର୍ମେନ୍ଦ୍ର ପ୍ରଧାନ ପାରାଦୀପରେ ପହଞ୍ଚି ଏହି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଗଡ଼କରି ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ କହି ନଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟରେ ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଛନ୍ତି।

କେବଳ ଏତିକି ନୁହେଁ ପାରାଦ୍ୱୀପ ବିକାଶ ପାଇଁ ସଡକପଥ ଉପରେ ମଧ୍ୟ ଫୋକସ କରାଯାଇଛି । ଏନଏଚଆଇ ମାଧ୍ୟମରେ ଏହି କାମ ଜାରି ରହିଛି । ବିଶେଷକରି କାର୍ଗୋ ଟ୍ରାନ୍ସପୋର୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ବର୍ଷ ୫ ହଜାର କୋଟି ଟଙ୍କା ପାରାଦୀପ ବନ୍ଦରରେ ନିବେଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ପଢନ୍ତୁ;  ଆଜି ରାଜ୍ୟ ବଜେଟ୍‌

Related posts

ଅକ୍ଟୋବର ୨ରେ ମୁକୁଳିବେ ବୟସ୍କ ବନ୍ଦୀ

ENO Beuro

ଗିରଫ ହେଲେ ବିଜେଡ଼ି ନେତା ପ୍ରଦୀପ ମହାରଥୀ

Ratnamani Moharana

ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କାଲାମ ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ମାରକର ଊଦଘାଟନ କଲେ

ENO Beuro

Leave a Comment