News

୨ ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ଦଳିତ ଛାତ୍ର ସୋମନାଥ ହତ୍ୟା ମାମଲା

dalita sangha

ଦଳିତ ଛାତ୍ରଙ୍କ ହତ୍ୟାକାରୀକୁ ଗିରଫ କରାନଗଲେ ୨ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନୟାଗଡ଼ ଜିଲ୍ଲା  ମୁଥଗାଡ଼ିଆ ଗାଁର ଦଳିତ ଛାତ୍ର ସୋମନାଥ ନାୟକଙ୍କ ହତ୍ୟାକାରୀକୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛି ରାଷ୍ଟ୍ରୀୟ ଦଳିତ ମହାସଭା ।ଯଦି ଅଭିଯୁକ୍ତକୁ ଶୀଘ୍ର ଗିରଫ କରାନଯାଏ ତେବେ ଆସନ୍ତା ୨ ତାରିଖରେ ନୟାଗଡ଼ ଏସ୍‌ପିଙ୍କ ଅଫିସ୍‌ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।

ପଢନ୍ତୁ; ଆମେରିକାର ପାକିସ୍ତାନକୁ କଡ଼ା ଚେତାବନୀ ;ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ

Related posts

କୁମ୍ଭାରୀ ନିର୍ବାଚନୀ ସଭାରେ ଅଭାବନୀୟ କାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଲେ ଯୁବକ

ENO Beuro

ଶୀତରେ ଥରୁଛି ସାରା ଓଡ଼ିଶା

ENO Beuro

ଫେବୃଆରୀରେ କୋରାପୁଟ ଆସିବେ ପ୍ରିୟଙ୍କା

ENO Beuro

Leave a Comment