Loading...

ହୃଦଘାତର ଶିକାର ହେଲେ ରୁଷର ରାଷ୍ଟ୍ରପତି ତଥା ବିଶ୍ବର ଅନ୍ୟତମ କ୍ଷମତାଶାଳୀ ବ୍ୟକ୍ତିତ୍ବ ଭ୍ଲାଦିମିର ପୁଟିନ

ହୃଦଘାତର ଶିକାର ହେଲେ ରୁଷର ରାଷ୍ଟ୍ରପତି ତଥା ବିଶ୍ବର ଅନ୍ୟତମ କ୍ଷମତାଶାଳୀ ବ୍ୟକ୍ତିତ୍ବ ଭ୍ଲାଦିମିର ପୁଟିନ

୭୧ ବର୍ଷୀୟ ପୁଟିନଙ୍କୁ ତାଙ୍କ ବାସଭବନରେ ନିର୍ମିତ ଏକ ସ୍ୱତନ୍ତ୍ର ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ଆଇସିୟୁରେ ଥିବା ଜଣାଯାଇଛି ।

ରୁଷର ରାଷ୍ଟ୍ରପତି ତଥା ବିଶ୍ବର ଅନ୍ୟତମ କ୍ଷମତାଶାଳୀ ବ୍ୟକ୍ତିତ୍ବ ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ ହୋଇଥିବା ଖବର ହସ୍ତଗତ ହୋଇଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନଙ୍କୁ ତାଙ୍କ ବେଡରୁମରେ ଅଚେତ ଅବସ୍ଥାରେ ପାଇଥିଲେ ତାଙ୍କ ଅଙ୍ଗରକ୍ଷୀ । ଘଟଣାଟି ରବିବାର ସଂଧ୍ୟାରେ ଘଟିଥିବା ଜଣାଯାଇଛି ।ରିପୋର୍ଟ ଅନୁଯାୟୀ, ୭୧ ବର୍ଷୀୟ ପୁଟିନଙ୍କୁ ତାଙ୍କ ବାସଭବନରେ ନିର୍ମିତ ଏକ ସ୍ୱତନ୍ତ୍ର ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ଆଇସିୟୁରେ ଥିବା ଜଣାଯାଇଛି । ତେବେ ଏହି ଘଟଣା ସଂପର୍କରେ ରୁଷ ସରକାର ଔପଚାରିକଭାବେ କୌଣସି ସୂଚନା ଦେଇନାହାନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.