EnewsOdia.Com

କାଲି ପରଦାକୁ ଆସୁଛି ‘କୁଇନ୍’

ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ନୂଆ ସିନେମା ‘କୁଇନ୍’ ଆଗାମୀ ୧୫ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏଥିରେ ବର୍ଷା ପ୍ରଥମ ଥର ଲାଗି ଜୟଜିତଙ୍କ ବିପକ୍ଷରେ ନାୟିକା ବନିଛନ୍ତି। ଏଥିରେ ଉଷସୀ ମିଶ୍ର,ପପି ସନ୍ତୁକା ଏବଂ ହରିଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ସୂଚନାଯୋଗ୍ୟ, ଗତ ବର୍ଷ ବର୍ଷା ପ୍ରିୟଦର୍ଶିନୀଙ୍କର କେବଳ ଗୋଟିଏ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ତାହା ହେଲା‘ନିମକି’। ସୁଶାନ୍ତ ମଣିଙ୍କ ନିର୍ଦେଶିତ ଏହି ସିନେମାରେ ବର୍ଷାଙ୍କୁ ଟାଇଟଲ୍ ରୋଲରେ ଦେଖିବାକୁ ମିଳିଥିଲା। ‘କୁଇନ୍’ ଦର୍ଶକଙ୍କୁ କେତେ ଆକର୍ଷିତ କରିପାରୁଛି , ତାହା ଦେଖିବାକୁ ବାକି ରହିଲା ।

ପଢନ୍ତୁ: ଛପାକରେ ଓଡ଼ିଆ ଅଭିନେତାଙ୍କ କମାଲ

ସମ୍ବନ୍ଧିତ ଖବର

ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଲେ ବିଗ୍‍ ବି

Ratnamani Maharana

ଅମିତାଭ ବଚ୍ଚନଙ୍କଠୁ ଅଧିକ ଧନୀ ହେଉଛନ୍ତି ତାଙ୍କ ଜ୍ବାଇଁ

Ratnamani Maharana

ବନ୍ଦ ହେବ କି ବିଗ୍‌ବସ୍‌ !

Ratnamani Maharana

କାରଗିଲ ଯୁଦ୍ଧକୁ ନେଇ ଆସୁଛି ଫିଲ୍ମ ‘ସେରଶାହା’

Ratnamani Maharana

ରିଲିଜ ହେଲା ବହୁ ପ୍ରତିକ୍ଷିତ ଗୀତ ‘ମଦରେ ମଦ ତୁ ମୋ ସାହାରା’ର ଭିଡିଓ

Ratnamani Maharana

‘କାଇ ପୋ ଚେ’ର ଅଭିନେତା ଖେଳିବେ ଆଇପିଏଲ୍‌

Ratnamani Maharana