Loading...

ଆମେରିକାର ଆର୍‌ ବୋନି ଗାବ୍ରିଏଲ୍‌ ହେଲେ ୭୧ତମ ମିସ୍‌ ୟୁନିଭର୍ସ

ଆମେରିକାର ଆର୍‌ ବୋନି ଗାବ୍ରିଏଲ୍‌ ହେଲେ ୭୧ତମ ମିସ୍‌ ୟୁନିଭର୍ସ

ଆମେରିକାର ଆର୍‌ ବୋନି ଗାବ୍ରିଏଲ୍‌ ହୋଇଛନ୍ତି ୭୧ତମ ମିସ୍‌ ୟୁନିଭର୍ସ। ୨୦୨୨ ମିସ୍‌ ୟୁନିଭର୍ସର ମୁକୁଟ ପିନ୍ଧିଛନ୍ତି ଗାବ୍ରିଏଲ୍‌। ଆମେରିକାର ଲୁଇସିୟାନା ଷ୍ଟେଟ୍‌ର ନ୍ୟୁ ଓର୍ଲେଅନ୍ସ ସହରରେ ଆୟୋଜିତ ହୋଇଥିଲା

ଆମେରିକାର ଆର୍‌ ବୋନି ଗାବ୍ରିଏଲ୍‌ ହୋଇଛନ୍ତି ୭୧ତମ ମିସ୍‌ ୟୁନିଭର୍ସ। ୨୦୨୨ ମିସ୍‌ ୟୁନିଭର୍ସର ମୁକୁଟ ପିନ୍ଧିଛନ୍ତି ଗାବ୍ରିଏଲ୍‌। ଆମେରିକାର ଲୁଇସିୟାନା ଷ୍ଟେଟ୍‌ର ନ୍ୟୁ ଓର୍ଲେଅନ୍ସ ସହରରେ ଆୟୋଜିତ ହୋଇଥିଲା ଏହି ମିସ୍‌ ୟୁନିଭର୍ସ ବ୍ୟୁଟି ପ୍ୟାଜେଣ୍ଟ, ଯେଉଁଠି ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟଲ୍‌ ଜିତିଛନ୍ତି ଆମେରିକାର ବୋନି ଗାବ୍ରିଏଲ୍‌। ସାରା ବିଶ୍ୱର ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ଆର୍‌ ବୋନି ଗାବ୍ରିଏଲ୍‌ ଟାଇଟଲ୍‌ ବିଜୟିନୀ ହୋଇଛନ୍ତି। ପୂର୍ବତନ ମିସ୍‌ ୟୁନିଭର୍ସ ହରନାଜ୍‌ ସିନ୍ଧୁ ତାଙ୍କୁ ଏହି ମୁକୁଟ ପିନ୍ଧାଇଥିଲେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.