Loading...

ଆପ ସାଂସଦ ରାଘବ ଚଢାଙ୍କ ପ୍ରେମରେ ପରିଣିତି

ଆପ ସାଂସଦ ରାଘବ ଚଢାଙ୍କ ପ୍ରେମରେ ପରିଣିତି

ଆପ ସାଂସଦ ରାଘବ ଚଢାଙ୍କ ପ୍ରେମରେ ପରିଣିତି। କେବଳ ସେତିକି ନୁହେଁ ଉଭୟଙ୍କ ଖୁବଶୀଘ୍ର ନିର୍ବନ୍ଧ ମଧ୍ୟ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଛି। ଏଥିପାଇଁ ନିର୍ବନ୍ଧ ଆଉଟ୍‌ଫିଟ୍ ଲାଗି ପରିଣିତି ଡ୍ରେସ୍ ଡିଜାଇନର୍‌ଙ୍କ ଘରେ ଡେରା ପକାଇଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଆପ ସାଂସଦ ରାଘବ ଚଢାଙ୍କ ପ୍ରେମରେ ପରିଣିତି। କେବଳ ସେତିକି ନୁହେଁ ଉଭୟଙ୍କ ଖୁବଶୀଘ୍ର ନିର୍ବନ୍ଧ ମଧ୍ୟ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଛି। ଏଥିପାଇଁ ନିର୍ବନ୍ଧ ଆଉଟ୍‌ଫିଟ୍ ଲାଗି ପରିଣିତି ଡ୍ରେସ୍ ଡିଜାଇନର୍‌ଙ୍କ ଘରେ ଡେରା ପକାଇଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଦୂହିଁଙ୍କ ପରିବାର ପରସ୍ପରକୁ ଭଲଭାବେ ଜାଣିଥିବାରୁ ଏହି ପ୍ରେମ ସମ୍ପର୍କକୁ ପାରିବାରିକ ସମ୍ପର୍କର ରୂପ ଦେବାକୁ ଯୋଜନା ଆରମ୍ଭ ହୋଇଛି। ଖୁବ୍‌ ଶିଘ୍ର ଏ ନେଇ ପରିବାର ପକ୍ଷରୁ ଘୋଷଣା କରାଯିବ ବୋଲି ଶୁଣିବାକୁ ମିଳିଛି। 

କିଛି ଦିନ ପୂର୍ବେ ପରିଣିତି ଚୋପ୍ରା ଓ ସାଂସଦ ରାଘବ ଚଡ୍ଡା ଏକାଠି ନଜର ଆସିଥିଲେ। ଏହାପରେ ଉଭୟଙ୍କ ଫଟୋ ଖୁବ୍ ଭାଇରାଲ ହୋଇଥିଲା। ସମସ୍ତେ ଉଭୟଙ୍କ ଯୋଡିକୁ ଖୁବ୍ ପସନ୍ଦ କରନ୍ତି। ତେବେ ଉଭୟଙ୍କୁ ଏକାଠି ଦେଖାଯିବା ପରେ ତାଙ୍କ ବିବାହକୁ ନେଇ ଆଲୋଚନା ଚାଲିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.