EnewsOdia.Com

ରାୟପୁରରେ ଆୟୋଜିତ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଢୋଲ ବଜାଇ ନାଚିଲେ ରାହୁଲ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଆରା ଅନ୍ଦାଜ । ଛତିଶଗଡ଼ ରାୟପୁରରେ ଆୟୋଜିତ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ କଲେ ଡ୍ୟାନ୍ସ । ବେକରେ ଢୋଲ ଓ ମୁଣ୍ଡରେ ପାରମ୍ପରିକ ମୁକୁଟ ଲଗାଇ ନାଚୁ ଥିବାର ଦେଖିବାକୁ ମିଳିଛି । ସଂଗୀତର ତାଳେ ତାଳେ ମଞ୍ଚ ଉପରେ ଢୋଲ ଧରି ରାହୁଲ ନାଚୁଥିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ୍ ହୋଇଛି ।

ଅନେକ ଦିନ ପରେ ରାହୁଲ ଗାନ୍ଧୀଙ୍କୁ ଏପରି ନିଆରା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ଉପସ୍ଥିତ ଥିଲେ । ଏଥିପାଇଁ ସମସ୍ତେ ରାହୁଲଙ୍କୁ ବେଶ୍ ପ୍ରଶଂସା କରିଥିଲେ।

ପଢନ୍ତୁ: ଆତ୍ମହତ୍ୟା କଲେ ଅଭିନେତା କୁଶଲ

ସମ୍ବନ୍ଧିତ ଖବର

ସୂର୍ଯ୍ୟଙ୍କର ଏହି ଫଟୋ ଦେଖି ଦୁନିଆ ଆଶ୍ଚର୍ଯ୍ୟ

Ratnamani Maharana

ନିର୍ଭୟା ଦୋଷୀ ପବନ କୁମାରର ରାଜକ୍ଷମା ଆବେଦନକୁ ଖାରଜ କ‌ଲେ ରାଷ୍ଟ୍ରପତି କୋବିନ୍ଦ

Ratnamani Maharana

ଭାରତରେ କାୟା ବିସ୍ତାର କରୁଛି କରୋନା

Ratnamani Maharana

‘ଏ’ ବ୍ଲଡ୍‌ଗ୍ରୁପ୍‌ ଧାରୀଙ୍କ ପାଇଁ କରୋନା ଅତ୍ୟନ୍ତ ସମ୍ବେଦନଶୀଳ; ‘ଓ’ ଗ୍ରୁପ୍‌ଧାରୀଙ୍କ ଠାରେ କରୋନା ପ୍ରତିରୋଧ କ୍ଷମତା ଅଧିକ

Ratnamani Maharana

ଏଣିକି ବିମାନରେ ମିଳିବ ଇଣ୍ଟରନେଟ୍‌ ସେବା

Ratnamani Maharana

ରାକେଶ ଶର୍ମାଙ୍କ ବାଇଓପିକରେ ନଜର ଆସିବେ ଅମିର

Ratnamani Maharana