• Home
  • News
  • ଅନାସ୍ଥା ପ୍ରସ୍ତାବ ଆଲୋଚନା:ସଂସଦରେ ବିରଳ ଦୃଶ୍ୟ,ମୋଦିଙ୍କୁ ଆଲିଙ୍ଗନ କଲେ ରାହୁଲ
News

ଅନାସ୍ଥା ପ୍ରସ୍ତାବ ଆଲୋଚନା:ସଂସଦରେ ବିରଳ ଦୃଶ୍ୟ,ମୋଦିଙ୍କୁ ଆଲିଙ୍ଗନ କଲେ ରାହୁଲ

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ବକ୍ତବ୍ୟ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ପାଖକୁ ଯାଇ କୁଣ୍ଢାଇ ଆଲିଙ୍ଗନ କରିଥିଲେ। ପାର୍ଲାମେଣ୍ଟ ଇତିହାସରେ ହୁଏତ ଏହି ଦୃଶ୍ୟ ଆପଣଙ୍କୁ କମ ଦେଖିବାକୁ ମିଳିଥିବ । ହେଲେ ସଂସଦରେ ଘଟିଥିବା ଏହି ଦୃଶ୍ୟକୁ ନେଇ ଉପସ୍ଥିତ ବିଭିନ୍ନ ଦଳର ସାଂସଦମାନଙ୍କ ମୂୁହଁରେ କୌତୁହଳର ହସ ଦେଖିବାକୁ ମିଳିଥିଲା।

ରାହୁଲ ମୋଦିଙ୍କୁ ମନଭରି ସମାଲୋଚନା କରି ସାରିବା ପରେ ତାଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ‘ଆପଣ ମୋତେ ପପୁ କହିପାରନ୍ତି, ଗାଳି ଦେଇପାରନ୍ତି, ଆପଣଙ୍କ ପାଇଁ ମୋ ମନରେ ଟିକେ ବି ରାଗ ନାହିଁ’ ବୋଲି ରାହୁଲ କହିଥିଲେ। ‘ଏ ଦେଶକୁ କଂଗ୍ରେସ ଗଢ଼ିଛି, ଆପଣ ଭୁଲିଯିବା ଉଚିତ ନୁହେଁ, ଆପଣ ସମସ୍ତଙ୍କୁ ମୁଁ କଂଗ୍ରେସ କରାଇବି’ ବୋଲି କହି ପ୍ରଧାନମନ୍ତ୍ରୀଙ୍କୁ କୋଳେଇ ଧରିଥିଲେ ରାହୁଲ ଗାନ୍ଧି।

ଅନାସ୍ଥା ପ୍ରସ୍ତାବ ଆଲୋଚନା:ସଂସଦରେ ବିରଳ ଦୃଶ୍ୟ,ମୋଦିଙ୍କୁ ଆଲିଙ୍ଗନ କଲେ ରାହୁଲ ଅନାସ୍ଥା ପ୍ରସ୍ତାବ ଆଲୋଚନା:ସଂସଦରେ ବିରଳ ଦୃଶ୍ୟ,ମୋଦିଙ୍କୁ ଆଲିଙ୍ଗନ କଲେ ରାହୁଲ RAHULMODI

ପଢନ୍ତୁ;ରାହୁଙ୍କର କୋପରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

Related posts

୫ରୁ ମୌସୁମୀ ବର୍ଷା,୭ରେ ଲଘୁଚାପ!

Odisha CM Naveen Patnaik Directed To Strictly Follow “Zero Tolerance Policy” Against Corruption

Krishna Kumar Manoj

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବଡ ବିପଦ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More