• Home
  • News
  • ଦୁଇ ଦିନିଆ କେରଳ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି
News

ଦୁଇ ଦିନିଆ କେରଳ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

କେରଳ ଗସ୍ତରେ ଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କେରଳର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି ରାହୁଲ। ଏହା ସହ ବିଭିନ୍ନ ରିଲିଫ କ୍ୟାମ୍ପ ଯାଇ ବନ୍ୟା ପୀଡ଼ିତଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି।

ଏହଥିସହ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚେଙ୍ଗାନୁର, ଆଲପୁଷା ଓ ଅଙ୍ଗାମାଲି ଯାଇ ବନ୍ୟାସ୍ଥିତିର ସମୀକ୍ଷା କରିବାର କାର୍ୟ୍ୟକ୍ରମ ରହିଛି ।

rahul ରାହୁଲ ଗାନ୍ଧି ଦୁଇ ଦିନିଆ କେରଳ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି rahul

ଉଲ୍ଲେଖଯୋଗ୍ୟ,ବନ୍ୟା ପୀଡ଼ିତଙ୍କୁ ଯଥା ସମ୍ଭବ ସହାୟତା କରିବାକୁ ରାହୁଲ ଗାନ୍ଧି କଂଗ୍ରେସ କର୍ମୀଙ୍କୁ କହିଛନ୍ତି। ରାହୁଲଙ୍କ ଏହି ଗସ୍ତ ଅବସରରେ ଆଲପୁଷାରେ ଆୟୋଜିତ ହେବାକୁ ଥିବା ଏକ କାର୍ୟ୍ୟକ୍ରମରେ ଯୋଗଦେଇ ବନ୍ୟା ସମୟରେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଥିବା ମତ୍ସ୍ୟଜୀବୀଙ୍କୁ ସମ୍ବର୍ଦ୍ଧିତ କରିବେ ରାହୁଲ

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ

Related posts

ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ହେଲେ ଡିଡିସିଏ ନୂଆ ଅଧ୍ୟକ୍ଷ

ହ୍ୟାଣ୍ଡସମ୍ ଏସପିଙ୍କୁ ଦେଖିବାକୁ ୧୨୦୦ କି.ମି ଯାତ୍ରା କଲେ ଏହି ଯୁବତୀ

Krishna Kumar Manoj

ପାଣିପାଗ ବିଭାଗ ପକ୍ଷରୁ ସୂଚନା : ଆଜି ୧୩ଟି ଅଞ୍ଚଳରେ ହୋଇପାରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More