Loading...

ଦଳୀୟ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ରାହୁଲ ଗାନ୍ଧୀ

ଦଳୀୟ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ରାହୁଲ ଗାନ୍ଧୀ

ରାହୁଲଙ୍କ ନେତୃତ୍ବରେ ‘ଭାରତ ଯୋଡୋ ଯାତ୍ରା’ ଏବେ ଦ୍ବିତୀୟ ରାଜ୍ୟ ଭାବେ କେରଳରେ ଜାରି ରହିଛି । ଚଳିତ ମାସ 29 ତାରିଖରେ ଏହି ଯାତ୍ରା କେରଳ ପରିକ୍ରମା ଶେଷ କରି କର୍ଣ୍ଣାଟକରେ ପ୍ରବେଶ କରିବ ।

କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ (congress president election) ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏକ ବଡ ସୂଚନା ସାମ୍ନାକୁ ଆସିଛି । ନିର୍ବାଚନ ଲଢିବେ ନାହିଁ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ (rahul gandhi to not fight party president election)। ରାହୁଲ ଏବେ ଦକ୍ଷିଣ ଭାରତରେ ‘ଭାରତ ଯୋଡୋ’ ଯାତ୍ରାର ନେତୃତ୍ବ ନେଉଛନ୍ତି । ତେବେ ସେ ଯାତ୍ରା ଛାଡି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ନାହିଁ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି ।ରାହୁଲଙ୍କ ନେତୃତ୍ବରେ ‘ଭାରତ ଯୋଡୋ ଯାତ୍ରା’ ଏବେ ଦ୍ବିତୀୟ ରାଜ୍ୟ ଭାବେ କେରଳରେ ଜାରି ରହିଛି । ଚଳିତ ମାସ 29 ତାରିଖରେ ଏହି ଯାତ୍ରା କେରଳ ପରିକ୍ରମା ଶେଷ କରି କର୍ଣ୍ଣାଟକରେ ପ୍ରବେଶ କରିବ । ତେଣୁ ରାହୁଲ ଏବେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ନଥିବାରୁ ସେ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.