News

ଆସନ୍ତା ୨୬ରେ ବାଲେଶ୍ୱର ଆସୁଛନ୍ତି ରାହୁଲ ଗାନ୍ଧୀ

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, ଶୀର୍ଷ ନେତାମାନେ ସେତିକି ଗସ୍ତରେ ଆସୁଛନ୍ତି । ତେବେ ଚତୃର୍ଥ ପର୍ଯ୍ୟାୟ ପ୍ରଚାର ପାଇଁ ଓଡିଶା ଆସିବେ ରାହୁଲ ଗାନ୍ଧୀ ।  ବାଲେଶ୍ୱରର ଏକ ସଭାରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ । କଂଗ୍ରେସ ଅଧ୍ୟକ୍ଷଙ୍କ ଫୋକସରେ ଓଡ଼ିଶା । ଲୋକଙ୍କ ନିକଟତର ହେବା ସହ ଲୋକଙ୍କ ମନ ଜିଣିବା ପାଇଁ ସେ ଆପ୍ରାଣ ଉଦ୍ୟମ କରୁଛନ୍ତି ।

ବାଲେଶ୍ୱରର  ଏକ ସମାବେଶରେ  ଯୋଗଦେଇ ଯୋଗ ଦେଇ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର  ଦେବେ ରାହୁଲ । ରାହୁଲ ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷତ କରିବାର ଯୋଜନା ରହିଛି । ଏଥିସହ ସେ ବାଲେଶ୍ବର ଲୋକସଭା ଆସନରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବେ।
ପଢନ୍ତୁ: ମସଜିଦ ଭାଙ୍ଗିଥିଲୁ, ମନ୍ଦିର କରିବୁ: ସ୍ୱାଧୀ ପ୍ରଜ୍ଞା

Related posts

ଆମେଥିରୁ ହାରିଲେ ୱାଇନାଡ ଆସନରୁ ଜିତିଲେ ରାହୁଲ ଗାନ୍ଧି

Ratnamani Moharana

୨୦୧୮ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ଗ୍ୟାସ୍‌ ଦର

ENO Beuro

2 comments

Leave a Comment