POLITICALS

୨୭ରେ ବରଗଡ ଓ ଜୟପୁର ଆସିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ 

rahul

ଏଥର ବରଗଡ ଓ ଜୟପୁର ଆସିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ। ୨୭ରେ ରାହୁଲ ଆସିବା ବାବଦରେ ଆପାତତ ସ୍ତିର ହୋଇଛି। ତେବେ କଂଗ୍ରେସର ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ ରାହୁଲ ଦିନ ୧୧ଟା ବେଳେ ଜୟପୁରରେ ଓ ଅପରାହ୍ନ ୨ଟାରେ ବରଗଡରେ କରିବେ ସମାବେଶ।

ଉଲ୍ଲେଖଯୋଗ୍ୟ, ଇତିମଧ୍ୟରେ ରାହୁଲ ଦୁଇ ଥର ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର, ଭବାନୀପାଟଣା ଏବଂ ରାଉରକେଲାରେ ଜନସମାବେଶରେ ଯୋଗ ଦେଇ ଉଭୟ ନବୀନ ଓ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ତାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ଭବାନୀପାଟଣା ସଭାରେ ଯୋଗ ଦେଇଥିଲେ ।

ସେହିପରି,ଆସନ୍ତା ୧୫ତାରିଖରେ ଶାହ ପୁଣି ଓଡ଼ିଶା ଆସି ସମ୍ବଲପୁରଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ୧୭ ତାରିଖରେ ଭଦ୍ରକ ଆସିବେ। ଏହାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଥିବାବେଳେ ତାରିଖ ଓ ସ୍ଥାନ ଚୂଡ଼ାନ୍ତ ହୋଇ ନ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ପଢନ୍ତୁ;  ବାସ୍ତୁଶାସ୍ତ୍ର ଅନୁସାରେ ,ଏହି ୫ ଟି ଜିନିଷ ପର୍ସରେ ରଖନ୍ତୁ ,ବଢିପାରେ ଆପଣଙ୍କ ଧନ ?

Related posts

ପ୍ରକାଶ ପାଇଲା ଶେଷ ପର୍ଯ୍ୟାୟ ଭୋଟ ବିଜ୍ଞପ୍ତି: ୬ ଲୋକସଭା, ୪୨ ବିଧାନସଭା ଆସନରେ ହେବ ଭୋଟ

Ratnamani Moharana

ତାମିଲନାଡୁ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଦକ୍ଷିଣ ଭାରତର ଦୁଇ ବଡ କଳାକାର ରଜନୀକାନ୍ତ ଓ କମଲ ହାସନ

ENO Beuro

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

Ratnamani Moharana

Leave a Comment