News

ପ୍ରିୟା ପ୍ରକାଶଙ୍କ ଠାଣିରେ ଆଖି ମାରି ଚର୍ଚ୍ଚାରେ ରାହୁଲ ଗାନ୍ଧୀ

ପ୍ରଥମେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଣ୍ଢାଇ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କର ଆଉଏକ ପିଲାଳିଆମୀର ଦୃଶ୍ୟ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ମୋଦିଙ୍କୁ କୁଣ୍ଢାଇବା ପରେ ରାହୁଲ ଗାନ୍ଧି ନିଜ ଆସନରେ ଆସି ବସିଥିଲେ।

ଏହାପରେ ସେ ଆଖି ମିଟିକା ମାରି କଂଗ୍ରେସର ଅନ୍ୟ ସଦସ୍ୟମାନଙ୍କୁ ସ୍ମିତହାସ୍ୟ ଦେଇଥିଲେ। ବାରମ୍ବାର ରାହୁଲଙ୍କ ଏଭଳି ଆଚରଣ ବେଳର ଦୃଶ୍ୟ, ଏବେ  ସୋସିଆଲ ମଡିଆରେ ଭାଇରାଲ୍‌ ହେଉଛି।

ସୂଚନାଯୋଗ୍ୟ, ଅଭିନେତ୍ରୀ ପ୍ରିୟା ପ୍ରକାଶ କିଛିଦିନ ତଳେ ଏମିତି ଆଖିମାରି ବନିଯାଇଥିଲେ ସୋସିଆଲ ମିଡିଆର ସେନସେଶନ୍‌। ହେଲେ ପ୍ରିୟା ଓ ରାହୁଲଙ୍କ ଆଖିମରା ଭିତରେ ଅନେକ ପାର୍ଥକ୍ୟ ଥିଲେ ସୁଦ୍ଧା ସେଇ ଆଖିମରାକୁ ନେଇ ରାହୁଲ ଏବେ ଆସିଯାଇଛନ୍ତି ଚର୍ଚ୍ଚାକୁ।

ପଢନ୍ତୁ;ବଜ୍ର ନେଲା ୧୯ ଜୀବନ, ବାଲେଶ୍ଵରରେ ସର୍ବାଧିକ

Related posts

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ,ଜଳିଗଲା ୪୫ ବଖରା ଘର

ENO Beuro

ତୃତୀୟ ଏସିଆ-ୟୁରୋପ ସମ୍ମିଳନୀରେ ଯୋଗଦେବା ପାଇଁ ସିଓଲ ଗସ୍ତ କଲେ ଶ୍ରୀ ଥାୱରଚାନ୍ଦ ଗେହଲଟ

ENO Beuro

ନିଜକୁ ଗୁଳି ଆତ୍ମହତ୍ୟା କଲେ ବରିଷ୍ଠ ଆଇପିଏସ୍ ଅଫିସର

ENO Beuro

1 comment

Leave a Comment