POLITICALS

ବାସହରା ହୋଇପାରନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି

Rr

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  ତାଙ୍କର ସରକାରୀ ବାସଭବନ ହରାଇ ପାରନ୍ତି। ନୂଆଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ୍‌ରେ ଥିବା ଏହି ସରକାରୀ ବାସଭବନ ଏଥର ଆଉ ରାହୁଲଙ୍କୁ ମିଳିନପାରେ ବୋଲି ଜଣାପଡ଼ିଛି। ଲୋକସଭା ସଚିବାଳୟ ସାଂସଦଙ୍କ ପାଇଁ ଖାଲି ପଡ଼ିଥିବା ବଙ୍ଗଳାକୁ ନେଇ ଏକ ଲିଷ୍ଟ୍‌ ଜାରି କରିଛି।

ଏହି ଲିଷ୍ଟ୍‌ରେ ରାହୁଲ ଗାନ୍ଧିଙ୍କ ୧୨ ତୁଗଲକ ଲେନ୍ ବଙ୍ଗଳା   ମଧ୍ୟ ରହିଛି।  ଯାହାକୁ ନେଇ ବିବାଦ ଦେଖାଦେଇଛି।  ୨୦୦୪ରେ ଆମେଠି ଲୋକସଭା ଆସନ ଜିତିବା ପରେ ରାହୁଲ ଗାନ୍ଧିଙ୍କୁ ‘ଟାଇପ୍ ୮’ ଶ୍ରେଣୀରେ ଆସୁଥିବା ଏହି ଘର ଆବଣ୍ଟନ କରାଯାଇଥିଲା। କିନ୍ତୁ ଚଳିତ ଥର ଆମେଠିରେ ରାହୁଲ ହାରିଥିବାବେଳେ କେରଳର ଓ୍ୱାୟନାଡ ଆସନରୁ ଜିତି ସାଂସଦ ହୋଇଛନ୍ତି।  ହେଲେ ଏଥର ଆମେଠିରୁ ହାରିଯିବା ପରେ ଏହି ଘର ଖାଲି କରିବା ତାଲିକାରେ ରହିଥିବା ଦେଖିବାକୁ ମିଳିଛି।

ପଢନ୍ତୁ:  ଦୁର୍ନୀତି ଅଭିଯୋଗରେ ୧୨ ଅଧିକାରୀଙ୍କୁ ତଡିଦେଲେ ମୋଦି

Related posts

ବଦଳିଲା ମେଡିକାଲ ବଣ୍ଡ୍ ପଲିସି,ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କାମ କରିବାକୁ ବାଧ୍ୟ ଛାତ୍ରଛାତ୍ରୀ

Ratnamani Moharana

ଆମେରିକା ଗସ୍ତ ପାଇଁ ଇମ୍ରାନଙ୍କ ଖର୍ଚ୍ଚକାଟ ନୀତି, ହୋଟେଲ୍‌ରେ ନ ରହି ଦୂତାବାସରେ ରହିବେ

Ratnamani Moharana

ଭର୍ତ୍ତୃହରି ମହତାବଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

ENO Beuro

Leave a Comment