POLITICALS

ଜନ୍ମ ସମୟର ନର୍ସଙ୍କୁ ଦେଖି ଭାବବିହ୍ୱଳ ହେଲେ ରାହୁଲ

Rr

ନୂଆଦିଲ୍ଲୀ ହୋଲି କ୍ରଶ ହସପିଟାଲର ପୂର୍ବତନ ନର୍ସ ୭୨ ବର୍ଷୀୟ ବବଥିଲ ରାଜମ୍ମାଙ୍କ ପାଇଁ ଏହା ଥିଲ ଭାବବିହୋଳର ସାକ୍ଷାତ। ସେହିପରି  ନିଜର ଜନ୍ମ ସମୟରେ ହସ୍ପିଟାଲର ଓ୍ୱାର୍ଡରେ ଉପସ୍ଥିତ ଥିବା ଜଣେ ନର୍ସଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଉଲ୍ଲେଖଯୋଗ୍ୟ ଯେ, ୪୯ ବର୍ଷୀୟ ରାହୁଲଙ୍କର ଜନ୍ମ ତାରିଖ ହେଉଛି ଜୁନ୍ ୧୯। ରାଜମ୍ମାଙ୍କୁ ଆଲିଙ୍ଗନ କରିବା ଫଟୋକୁ ରାହୁଲ ‌ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

୧୯୭୯ ମସିହା ଜୁନ ୧୯ରେ ରାହୁଲ ଗାନ୍ଧି ଦିଲ୍ଲୀସ୍ଥିତ ହୋଲି ଫ୍ୟାମିଲି ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ଭଭଥିଲ ସେହି ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ୧୯୮୭ ମସିହାରେ ଅବସର ଗ୍ରହଣ କରିବା ପରେ ଭଭଥିଲି ନିଜ ଗାଁକୁ ଫେରି ଆସିଥିଲେ। ଏବେ ସେ କେରଳର ସୁଲତାନ ବଠେରିରେ ରହୁଛନ୍ତି। ଗତକାଲି ଭଭଥିଲ ତାଙ୍କ ପରିବାର ସହ ରାହୁଲଙ୍କୁ ଭେଟିଥିଲେ। ରାହୁଲଙ୍କୁ ଦେଖି ସେ ମଧ୍ୟ ଖୁସିରେ ଆତ୍ମହରା ହୋଇ ଯାଇଥିଲେ।

ପଢନ୍ତୁ: ନିଜ ଗାଁକୁ ଫେରି ପିଲାଦିନର ଗୁରୁଙ୍କୁ ଭେଟି ଆଶୀର୍ବାଦ ନେଲେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Related posts

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି

Ratnamani Moharana

ଓଡିଶାରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ

Ratnamani Moharana

“ଗାନ୍ଧି-ଭଦ୍ରା ପରିବାର ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍‌” ବୋଲି କହିଲେ ସ୍ମୃତି ଇରାନୀ

Ratnamani Moharana

Leave a Comment