ଓଡିଆ ପୁଅ ଅମିୟ ପଟ୍ଟନାୟକଙ୍କ ଭୂମିକାରେ ଅଜୟ

ଅଜୟଙ୍କ ଅଭିନୀତ ରେଡ୍ ଏକ ସତ୍ୟ କାହାଣୀ ଉପରେ ଆଧାରିତ

ପ୍ରତୀଟି ସିନେମାରେ ନିଜ ପାରଦର୍ଶିତା ଦେଖାଇଛନ୍ତି ଅଜୟ ଦେବଗନ । ଅଜୟଙ୍କ ଅଭିନୀତ ସିନେମା ଦ୍ରିଶ୍ୟମରୁ ସିଂଘମ ବେଶ ପ୍ରଶଂସନୀୟ । ତେବେ ଏହା ପରେ ଏବେ ଆଉ ଏକ ସିନେମା ରେଡ୍ । ନିଖୁଣ ଅଭିନୟ କଳା ମାଧ୍ୟମରେ ଅନେକ ପ୍ରଶଂସା ସାଉଂଟିଛନ୍ତି ଅଜୟ ।

ନିକଟରେ ରିଲିଜ ହୋଇଥିବା ଅଜୟଙ୍କ ଅଭିନୀତ ରେଡ୍ ଏକ ସତ୍ୟ କାହାଣୀ ଉପରେ ଆଧାରିତ । ଯେଉଁ କାହାଣୀ ଜଣେ ଓଡିଆ ଆୟକର ଅଧିକାରୀଙ୍କ ବିରତ୍ୱର କଥା କହେ ।

ଅମୟ ପଟ୍ଟନାୟକ ନାଁରେ ପରିଚିତ ଏହି ଓଡିଆ ଅଫିସର ଭାରତୀୟ ରାଜସ୍ୱ ସେବାରେ ସଫଳତା ଲାଭ କରିସାରିବା ପରେ ଉତର ପ୍ରଦେଶରେ କାର୍ଯ୍ୟରତ ଥିଲେ ।  ଅନେକ ଶକ୍ତିଶାଳୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ବାସଭବନ ଉପରେ ଚଢାଉ କରିଥିଲେ ।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଅମୟ ତାଙ୍କ ସଫଳ କ୍ୟାରିଅର ପ୍ରସଙ୍ଗରେ ଏକ ପ୍ରଶ୍ନର ଉତର ଦେବାକୁ ଯାଇ କହିଥିଲେ କି, ସେ ଓ ତାଙ୍କ ସଚ୍ଚୋଟ ଅଫିସର ମାନଙ୍କୁ ନେଇ ଗଠିତ ଟିମ୍ ଶୁଣାକଥାରେ ବିଶ୍ୱାସ ନକରି ଏବଂ ନିଜେ ଭଲଭାବରେ ତଦନ୍ତ କରି କେଉଁଠାରେ ଚଢାଉ କରିବେ ତାହା ନିର୍ଣ୍ଣୟ କରୁଥିଲେ । ଯାହା ପଛରେ ଉପରସ୍ଥ  ଅଫିସରଙ୍କ ଅନୁମତି ରହୁଥିଲା ।

ଓଡିଶାବାସୀଙ୍କ ପାଇଁ ଏହି ଚଳତିତ୍ର ଅନେକ ଗୁରୁତ୍ୱ ବହନ କରେ । ଯେଉଁମାନେ ଅମୟଙ୍କ ବିଷୟରେ ଅଜ୍ଞ, ସେମାନଙ୍କ ଉପରେ ଏହି ଚଳଚିତ୍ର ଅନେକାଂଶରେ ପ୍ରଭାବ ପକାଇବ ।

ପଢନ୍ତୁ ;

ବାଂଲାଦେଶ ଦ୍ରୁତ ବୋଲର ରୁବେଲ ହୁସେନ ପ୍ରଶଂସକଙ୍କୁ କ୍ଷମା ମାଗିଲେ

ଅମୟ ପଟ୍ଟନାୟକ ନାଁରେ ପରିଚିତ ଏହି ଓଡିଆ ଅଫିସର ଭାରତୀୟ ରାଜସ୍ୱ ସେବାରେ ସଫଳତା ଲାଭ କରିସାରିବା ପରେ ଉତର ପ୍ରଦେଶରେ କାର୍ଯ୍ୟରତ ଥିଲେ - 90%

90%

ନିକଟରେ ରିଲିଜ ହୋଇଥିବା ଅଜୟଙ୍କ ଅଭିନୀତ ରେଡ୍ ଏକ ସତ୍ୟ କାହାଣୀ ଉପରେ ଆଧାରିତ - 88%

88%
89%

Very Good!

ଓଡିଆ ପୁଅ ଅମିୟ ପଟ୍ଟନାୟକଙ୍କ ଭୂମିକାରେ ଅଜୟ

ପ୍ରତୀଟି ସିନେମାରେ ନିଜ ପାରଦର୍ଶିତା ଦେଖାଇଛନ୍ତି ଅଜୟ ଦେବଗନ । ଅଜୟଙ୍କ ଅଭିନୀତ ସିନେମା ଦ୍ରିଶ୍ୟମରୁ ସିଂଘମ ବେଶ ପ୍ରଶଂସନୀୟ । ତେବେ ଏହା ପରେ ଏବେ ଆଉ ଏକ ସିନେମା ରେଡ୍ । ନିଖୁଣ ଅଭିନୟ କଳା ମାଧ୍ୟମରେ ଅନେକ ପ୍ରଶଂସା ସାଉଂଟିଛନ୍ତି ଅଜୟ । 

No Votes Yet

You're not rated yet