୧୦୦ କୋଟିି କ୍ଳବରେ ସାମିଲ ହେଲା ‘ରେଡ୍‍’

ପ୍ରଥମ ଥର ଆୟକର ଅଧିକାରୀର ଭୂମିକାରେ ନଜର ଆସିଥିଲେ ଅଜୟ ଦେବଗନ୍

ପ୍ରତି ଚଳଚ୍ଚିତ୍ରରେ ନିଜର ପାରିଦର୍ଶିତା ଦେଖାଇଥିବା ଏହି ଅଭିନେତା ଜଣଙ୍କ ଦ୍ରିଶ୍ୟମରୁ ସିଂଘମ ଆଉ ଏବେ ରେଡ୍ । ସବୁଠି ନିଜର ନିଖୁଣ ଅଭିନୟ କଳା ମାଧ୍ୟମରେ ଅନେକ ପ୍ରଶଂସା ସାଉଂଟିଛନ୍ତି । ଏବେ ବଲିଉଡର ଷ୍ଟାର ଆକ୍ଟର ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍‍’ ଇତିମଧ୍ୟରେ ୧୦୦ କୋଟିି କ୍ଳବରେ ସାମିଲ ହୋଇଛି । ଅତି ମନ୍ଥର ଗତିରେ କାରବାର କରି ‘ରେଡ୍‍’ ୧୦୦ କୋଟିି କ୍ଳବରେ ପ୍ରବେଶ କରିଛି । ୧୬ ମାର୍ଚ୍ଚରେ ‘ରେଡ୍‍’ ରିଲିଜ ହୋଇଥିଲା ।

ଚଳିତ ବର୍ଷର ୪ର୍ଥ ଫିଲ୍ମ ଭାବେ ‘ରେଡ୍‍’ ୧୦୦ କୋଟିି କ୍ଳବରେ ସାମିଲ ହୋଇଛି। ଏହା ପୂର୍ବରୁ ‘ପଦ୍ମାବତ୍‍’, ‘ସୋନୁ କେ ଟିଟୁ କି ସ୍ୱିଟି’ ଏବଂ ‘ବାଗୀ-୨’ ପରେ ‘ରେଡ୍‍’ ୧୦୦ କୋଟିି କ୍ଳବରେ ପଦାର୍ପଣ କରିଛି । ଫିଲ୍ମ ସମୀକ୍ଷକଙ୍କ ମତରେ ଭାରତରେ ୧୦୦ କୋଟିି କାରବାର କରିଥିବା ଅଜୟ ଦେବଗନଙ୍କ ଅଷ୍ଟମ ଫିଲ୍ମ ହେଉଛି ‘ରେଡ୍‍’ । ଏଥିରେ ଏକ ନୂଆ ରୂପରେ ତାଙ୍କୁ ଦେଖିବାକୁ ମିଳିଛି । ବିନା ଆକ୍ସନରେ ଏକ ଶାନ୍ତ ସ୍ୱଭାବରେ ସେ ଏଥିରେ ଅଭିନୟ କରିଛନ୍ତି ।

‘ରେଡ୍‍’ ସିନେମାରେ ଅଜୟ ଦେବଗନ , ସୌରଭ ସୁକୁଲା ଓ ଇଲିୟାନ ସୁନ୍ଦର ଅଭିନୟ କରିଛନ୍ତି । ଫିଲ୍ମରେ ତାଙ୍କ ଅଭିନୟକୁ ନେଇ ବହୁତ ପ୍ରଶଂସା କରାଯାଇଛି । ପ୍ରଥମ ଥର ଆୟକର ଅଧିକାରୀର ଭୂମିକାରେ ନଜର ଆସିଥିବା ଅଜୟ ଦେବଗନ୍ ନଜର ଆସିଛନ୍ତି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ମରିବା ପୂର୍ବରୁ କ’ଣ କାମ କଲେ ଯମଦଣ୍ଡରୁ ମୁକ୍ତି ମିଳିବ ଜାଣନ୍ତୁ ?

ଏବେ ବଲିଉଡର ଷ୍ଟାର ଆକ୍ଟର ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍‍’ ଇତିମଧ୍ୟରେ ୧୦୦ କୋଟିି କ୍ଳବରେ ସାମିଲ ହୋଇଛି - 4.5

90%

ପ୍ରଥମ ଥର ଆୟକର ଅଧିକାରୀର ଭୂମିକାରେ ନଜର ଆସିଥିବା ଅଜୟ ଦେବଗନ୍ ନଜର ଆସିଛନ୍ତି - 4.4

88%
4.5/5

Very Good!

୧୦୦ କୋଟିି କ୍ଳବରେ ସାମିଲ ହେଲା ‘ରେଡ୍‍’

ପ୍ରତି ଚଳଚ୍ଚିତ୍ରରେ ନିଜର ପାରିଦର୍ଶିତା ଦେଖାଇଥିବା ଏହି ଅଭିନେତା ଜଣଙ୍କ ଦ୍ରିଶ୍ୟମରୁ ସିଂଘମ ଆଉ ଏବେ ରେଡ୍ । ସବୁଠି ନିଜର ନିଖୁଣ ଅଭିନୟ କଳା ମାଧ୍ୟମରେ ଅନେକ ପ୍ରଶଂସା ସାଉଂଟିଛନ୍ତି । ଏବେ ବଲିଉଡର ଷ୍ଟାର ଆକ୍ଟର ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍‍’ ଇତିମଧ୍ୟରେ ୧୦୦ କୋଟିି କ୍ଳବରେ ସାମିଲ ହୋଇଛି । ଅତି ମନ୍ଥର ଗତିରେ କାରବାର କରି ‘ରେଡ୍‍’ ୧୦୦ କୋଟିି କ୍ଳବରେ ପ୍ରବେଶ କରିଛି । ୧୬ ମାର୍ଚ୍ଚରେ ‘ରେଡ୍‍’ ରିଲିଜ ହୋଇଥିଲା ।

No Votes Yet

You're not rated yet