POLITICALS

ନିର୍ବାଚନୀ ପ୍ରଚାରରେ ସାମିଲ ହେଲେ ଓଲିଉଡର ଖଳନାୟକ ରାଇମୋହନ ପରିଡା

ସାରିଲା ପ୍ରଥମ ପର୍ଯ୍ୟାୟ  ଭୋଟ। ଏବେ ନିକଟରେ ଓଡିଶାରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ  ନିର୍ବାଚନ। ତେବେ ଆଜି ସରୁଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ପ୍ରକ୍ରିୟା। ନିର୍ବାଚନୀ ପ୍ରଚାରରେ ଜୋରସୋରରେ ଲାଗିଛନ୍ତି ଦଳୀୟନେତା । ଦଳୀୟନେତା ମାନଙ୍କ ସହ ସାମିଲ ହେଇଛନ୍ତି ଓଲିଉଡର କେତେକ ଅଭିନେତା। ଏହି ଷ୍ଟାର ପ୍ରଚାରକ ମଧ୍ୟରେ ରହିଛନ୍ତି ଓଲିଉଡର ଖଳନାୟକ ରାଇମୋହନ ପରିଡା

ସୁନ୍ଦରଗଡ଼ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ  ଓ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଯୋଗେଶ ସିଂହଙ୍କ  ପାଇଁ ପ୍ରଚାର କାମରେ ଲାଗିଛନ୍ତି ରାଇମୋହନ। କାଲି ଆୟୋଜିତ ଏକ ରୋଡ ଶୋ’ରେ ଦେଖାଦେଇଥିଲେ ରାଇମୋହନ। ସୁନୀତା ଓ ଯୋଗେଶ ପଞ୍ଚମୁଖି ହନୁମାନ ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲେ। ବିଜେଡିର ଏହି ଦୁଇ ନେତାଙ୍କ ସହ ରୋଡ୍‌ ଶୋ’ରେ ବହୁ ସଂଖ୍ୟକ ସମର୍ଥକ ସାମିଲ  ହୋଇଥିଲେ।
ପଢନ୍ତୁ: ବୁଲେଟର ଜବାବ ବାଲାଟରେ ଦେବୁ ବୋଲି କହିଲେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ

Related posts

ରାହୁଲ ବିରୋଧୀ ବୟାନ ଦେଇଥିବା ବିଏସପି ନେତାଙ୍କୁ ବହିଷ୍କୃତ କଲେ ମାୟାବତୀ

ENO Beuro

ମାହାଙ୍ଗାରେ ବୈଜୟନ୍ତଙ୍କୁ ବିରୋଧ,ପୁଣି ଆରମ୍ଭ ଛକାପଞ୍ଝା

ENO Beuro

ନିର୍ବାଚନୀ ହିଂସାର ଶିକାର ହେଲେ ବିଜେପି ନେତା : ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

Ratnamani Moharana

1 comment

ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଶେଷ ଦିନ April 16, 2019 at 11:30 am

[…] ନିର୍ବାଚନୀ ପ୍ରଚାରରେ ସାମିଲ ହେଲେ ଓଲିଉଡର… […]

Leave a Comment