ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଆକଳନ କହୁଛି ୨୦ କିମ୍ବା ୨୧ ତାରିଖ ସୁଦ୍ଧା ରାଜ୍ୟରୁ ମୌସୁମୀ ଫେରିଯିବ। ଯଦିଓ ନ ଫେରେ ବାୟୁମଣ୍ଡଳର ସ୍ଥିତି ମୌସୁମୀ ଫେରିଯିବା ଭଳି ହିଁ ରହିବ। ଏଣୁ ଏଭଳି ପରିସ୍ଥିତିରେ ବାତ୍ୟା ଆଶଙ୍କା ଓଡ଼ିଶା ଉପରେ ରହୁଛି।
କ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବ ଓ ୨୦ ତାରିଖ ଆଡ଼କୁ ଏକ ଲଘୁଚାପର ରୂପ ନେବ। ପରବର୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀମାନେ ସ୍ପଷ୍ଟ ସୂଚନା ଦେଲେଣି। ତେବେ ବାତ୍ୟାର ପ୍ରଭାବ କେତେ ରହିବ ଓ ଏହା କେତେ ଶକ୍ତିଶାଳୀ ହେବ ସେ ନେଇ ସଠିକ୍ ଆକଳନ ହୋଇନଥିଲେ ମଧ୍ୟ ଚଳିତ ବର୍ଷ ଦୀପାବଳି ବର୍ଷାରେ ଭିଜିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୪ରୁ ୨୬ ତାରିଖ ଯାଏ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ।
ଆକଳନ କହୁଛି ୨୦ କିମ୍ବା ୨୧ ତାରିଖ ସୁଦ୍ଧା ରାଜ୍ୟରୁ ମୌସୁମୀ ଫେରିଯିବ। ଯଦିଓ ନ ଫେରେ ବାୟୁମଣ୍ଡଳର ସ୍ଥିତି ମୌସୁମୀ ଫେରିଯିବା ଭଳି ହିଁ ରହିବ। ଏଣୁ ଏଭଳି ପରିସ୍ଥିତିରେ ବାତ୍ୟା ଆଶଙ୍କା ଓଡ଼ିଶା ଉପରେ ରହୁଛି। ଉପର ବାୟୁମଣ୍ଡଳରେ ବାୟୁର ଅପସାରଣ ଓ ମଧ୍ୟ ବାୟୁମଣ୍ଡଳରେ ବାୟୁ ଆର୍ଦ୍ରତା ଆଦି କାରଣ ବାତ୍ୟା ଆଶଙ୍କାକୁ ଦୃଢ଼ୀଭୂତ କରୁଛି। ଯଦି ବାୟୁମଣ୍ଡଳର ସ୍ଥିତି ବାତ୍ୟା ସୃଷ୍ଟି ପାଇଁ ଅଧିକ ଅନୁକୂଳ ରହିବ ତେବେ ଏହା ଉତ୍ତର ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଗତି କରିବ। ଏହା ଗୋଟିଏ ଦିନ ବିଳମ୍ବରେ ୨୬ ତାରିଖରେ ସ୍ଥଳ ଭାଗ ଛୁଇଁବ। ସବୁଠାରୁ କମ୍ ଅନୁକୂଳ ରହିବେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ ଓ ଏହା ୨୪ କିମ୍ବା ୨୫ରେ ସ୍ଥଳ ଭାଗ ଛୁଇଁବ। ଯଦି ମଝି ମଝିଆ ସ୍ଥିତିରେ ରୁହେ ତେବେ ଏହି ବାତ୍ୟା ୨୫ ତାରିଖରେ ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବ। କିନ୍ତୁ ଯେକୌଣସି ସ୍ଥିତିରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ରହିବ ବୋଲି ସେ କହିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।