EnewsOdia.Com

୧୪ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ରାଜ୍ୟରେ ପାଣିପାଗ ପ୍ରାୟ ଶୁଖିଲା ରହିଛି।ଆସନ୍ତା ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଉତ୍ତର ଦକ୍ଷିଣ ସମେତ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪  ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ୧୨ ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ସହ ୬ଟି ଜିଲ୍ଲାରେ କୁଆ ପଥର ମାଡ଼ ସହ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ଏହି ସମୟରେ ଘଣ୍ଟା ପ୍ରତି ୩୦/୪୦କିଲୋମିଟର ବେଗରେ ପବନ ବହିବ।

କାଲି ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୧୩ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ହେବା ସମ୍ଭାବନା ରହିଛି। ୧୩ ପରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପଢନ୍ତୁ: କମିଲା ପେଟ୍ରୋଲ ଓ ଡିଜେଲ ଦର

ସମ୍ବନ୍ଧିତ ଖବର

କରୋନା ଭୟରେ ଚୀନରେ ଲଙ୍ଗ ଡିଷ୍ଟାନ୍ସ ହେୟାର କଟ୍

Ratnamani Maharana

୨୦୨୦ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ମୋଦୀଙ୍କ ଅହିଂସା ମନ୍ତ୍ର

Ratnamani Maharana

ଇଣ୍ଡିଗୋ ଏୟାରଲାଇନ୍ସର ଭାଲେଣ୍ଟାଇନ ଡେ’ ସ୍ପେଶାଲ ଅଫର

Ratnamani Maharana

୨୮ ଓ ୨୯ରେ ଓଡ଼ିଶାକୁ ଭିଜାଇବ ବର୍ଷା

Ratnamani Maharana

ନା ମିଳୁଛି ମଣିଷଙ୍କ ମୃତଦେହ, ନା ଠିକ୍‌ରେ ପଢ଼ିପାରୁଛନ୍ତି ଶରୀର ବିଜ୍ଞାନ ପାଠ

Ratnamani Maharana

ବ୍ୟାଙ୍କ ଖରାପ ପ୍ରଦର୍ଶନ କଲେ ସିଇଓଙ୍କ ଦରମା କମିବ

Ratnamani Maharana