Loading...

୩ ତାରିଖରୁ ପୁଣି ବର୍ଷିବ

୩ ତାରିଖରୁ ପୁଣି ବର୍ଷିବ

ଧୀ‌ରେଧୀରେ ଶୀତ କମିବ । ୨ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଘନକୁହୁଡ଼ି ସମ୍ଭାବନା ରହିଛି ।

ରାଜ୍ୟରେ ୩ ତାରିଖରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଫେବ୍ରୁଆରୀ ୩ରୁ ବର୍ଷା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ରାଜ୍ୟରେ ଆଗାମୀ ୩ରୁ ୪ ଦିନ ସାଧାରଣତଃ ଭାବେ ଶୁଖିଲା ପାଗ ରହିବ । ଆଜିଠାରୁ ଶୀତର ପ୍ରଭାବ ଜାରି ରହିବ । ଶୀତର ପ୍ରଭାବ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.