News

ଆସୁଛି ଲଘୁଚାପ, ୩୦ରୁ ୩ ଦିନ ବର୍ଷିବ

Untitled 1

ମୌସୁମୀ   ଆସିଲା, ଛୁଇଁଲା । ପୁଣି କୁଆଡ଼େ ଉଭାନ୍ ହୋଇଗଲା । ତିନି ଦିନ ଧରି ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ଯେଉଁ ଅନୁମାନ କରିଥିଲା ତାହା କିନ୍ତୁ ହେଲାନି । ମୌସୁମୀ ଛୁଇଁବାର ଦ୍ବିତୀୟ ଦିନରୁ ଟାଇଁ ଟାଇଁ ଖରା ଗରମ ଓ ଗୁଳୁଗୁଳି ମୌସୁମୀର ଉପସ୍ଥିତିକୁ ମଳିନ କରିଛି । ଆଜିବି ସମାନ ସ୍ଥିତି ଦେଖିବାକୁ ମିଳିଛି । ଏପରିକି ଆଗାମୀ ୨-୩ ଦିନ ଯାଏ ବି ବର୍ଷା ହେବାର ସମ୍ଭାବନା କମ୍‌ ରହିଛି। କାଁ ଭାଁ କିଛି ଅଞ୍ଚଳରେ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି।

ତେବେ ଆଗକୁ ଲଘୁଚାପ  ଆସୁଛି। ଏହା ବର୍ଷା ଆଣିବ।  ୩୦ରୁ ୨ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବବୋଲି ଆକଳନ କରିଛି ପାଣିପାଗ ବିଭାଗ। ସୋଆ ପରିବେଶ ଓ ଜଳବାଯୁ କେନ୍ଦ୍ର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ  ୨୭ରୁ କ୍ରମଶଃ ପାଗ ବଦଳିବା ସହ ଖରା କମିବା। ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ୩୦ରୁ ବର୍ଷା ଆରମ୍ଭ ହେବ। ପ୍ରଥମେ ଉପକୂଳ ଓଡିଶାରେ ବର୍ଷା ବଢିବ ଓ ପରେ ଆଭ୍ୟନ୍ତରୀଣ ଓଡ଼ିଶାକୁ ବର୍ଷା ଯିବ। ପଢନ୍ତୁ: ଭୁବନେଶ୍ବର-କଟକ ମଧ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍

Related posts

ଝିଅ ଅଝଟ ହେବାରୁ ପିଠା ପାତିଆରେ ଚେଙ୍କ ଦେଲେ ପାଳିତା ବାପା

ENO Beuro

ଶ୍ରୀମନ୍ଦିର ଜଗମୋହନରେ ଲାଗିବ ସିସିଟିଭି !

ENO Beuro

ରୋହିଙ୍ଗ୍ୟା କ୍ୟାମ୍ପକୁ ଯାଇ ଟ୍ରୋଲର ଶିକାର ହେଲେ ପ୍ରିୟଙ୍କା

ENO Beuro

1 comment

Leave a Comment