26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ଜୁଲାଇ ୨୭ପର୍ଯ୍ୟନ୍ତ ପୁଲିସ ହେପାଜତକୁ ଗଲେ ରାଜ କୁନ୍ଦ୍ରା

ବଢ଼ିଲା ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ହେପାଜତ ଅବଧି | ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ହେପାଜତକୁ ପଠାଯାଇଥିଲା | ଆଜି ତାଙ୍କର ଅବଧି ସରୁଥିବାରୁ ଏହାକୁ ପୁଣି ଜୁଲାଇ ୨୭ତାରିଖ ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି |

ହେପାଜତକୁ ଯାଇଥିଲେ ମଧ୍ୟ ରାଜ କୌଣସି ପ୍ରଶ୍ନର ଉତ୍ତର ଠିକ ଭାବରେ ଦେଉନଥିବା ସହ ଅଶ୍ଳୀଳ ଫିଲ୍ମ ତିଆରି କରୁନଥିଲେ ବୋଲି କହିଥିଲେ | ଯାଞ୍ଚରେ ସହଯୋଗ କରୁନଥିବାରୁ କ୍ରାଇମ ବ୍ରାଞ୍ଚ ହେପାଜତର ଅବଧି ବଢାଇବା ପାଇଁ କୋର୍ଟରେ ଆବେଦନ କରିବ ବୋଲି କହିଥିଲା | ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜୁଲାଇ ୨୭ତାରିଖ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ହେପାଜତକୁ ପଠାଯାଇଛି |

ପଢନ୍ତୁ: ଯୁକ୍ତ ୩ ପାଠ୍ୟସୂଚୀରେ “ବିପର୍ଯ୍ୟୟ ପରିଚାଳନା”

Related posts

ଅଲିମ୍ପିକ୍ ପଦକ ବିଜେତାଙ୍କୁ ଆଜୀବନ ମାଗଣା ଫିଲ୍ମ ଦେଖାଇବ ଆଇନକ୍ସ

Ratnamani Maharana

ଏଣିକି ବ୍ଲକରେ ହେବ ପଞ୍ଚାୟତ ‌ଭୋଟ୍‌ ଗଣତି

Ratnamani Maharana

୧୬ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ବଜ୍ରପାତ ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More