• Home
  • News
  • ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ହେଲେ ଡିଡିସିଏ ନୂଆ ଅଧ୍ୟକ୍ଷ
News

ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ହେଲେ ଡିଡିସିଏ ନୂଆ ଅଧ୍ୟକ୍ଷ

ଡିଡିସିଏ ନୂଆ ଅଧ୍ୟକ୍ଷ  ରଜତ ଶର୍ମା

ଦିଲ୍ଲୀ ଜିଲା କ୍ରିକେଟ ସଂଘ (ଡିଡିସିଏ)ର ନୂଆ ଅଧ୍ୟକ୍ଷ ଭାବେ ଇଣ୍ଡିଆ ଟିଭିର ମୁଖ୍ୟ ସମ୍ପାଦକ ରଜତ ଶର୍ମା ଏବଂ ଉପାଧ୍ୟକ୍ଷ ଭାବେ ରାକେଶ କୁମାର ବଂସଲ ନିର୍ବାଚିତ ହୋଇଛନ୍ତି। ଡିଡିସିଏ ଅଧ୍ୟକ୍ଷ ନିର୍ବାଚନରେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ୫୪.୪୦% ଭୋଟ ପାଇଛନ୍ତି ଓ ଉପାଧ୍ୟକ୍ଷ ବଂସଲ ୪୮.୮୭% ଭୋଟି ପାଇଛନ୍ତି।

ଏହି ନିର୍ବାଚନରେ ବିିଜୟୀ ହୋଇଥିବା ଅନ୍ୟ ପ୍ରର୍ଥୀ ହେଲେ ବିନୋଦ ତିହାରା। ସେ ୩୭୬ ଖଣ୍ଡ ଭୋଟରେ ମନଜୀତ ସିଂଙ୍କୁ ହରାଇ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ସେହିପରି ରାଜନ ମାନଚାନ୍ଦ ଯୁଗ୍ମ ସମ୍ପାଦକ ଭାବେ, ଓମ୍‌ ପ୍ରକାଶ ଶର୍ମା କୋଷାଧ୍ୟକ୍ଷ, କୋଚ୍‌ ସଞ୍ଜୟ ଭରଦ୍ୱାଜ ନିର୍ଦ୍ଦେଶକ, ରେଣୁ ଖାନ୍ନା ମହିଳା ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଅନ୍ୟତମ ନିର୍ଦ୍ଦେଶକ ଭାବେ ଅପୂର୍ବ ଜୈନ, ଆଲୋକ ମିତ୍ତଲ, ନୀତୀନ ଗୁପ୍ତା, ଶିବ ନନ୍ଦନ ଶର୍ମା ଓ ନୀତୀନ ଅଗ୍ରଓ୍ବାଲ ମଧ୍ୟ ନିର୍ବାଚିତ ହୋଇଛନ୍ତି।

ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ହେଲେ ଡିଡିସିଏ ନୂଆ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ହେଲେ ଡିଡିସିଏ ନୂଆ ଅଧ୍ୟକ୍ଷ rajat sharma

ପଢନ୍ତୁ; ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ? ନଚେତ୍ ହୋଇପାରେ ଅନେକ ସମସ୍ୟା

Related posts

ବମିଖାଲ ଓଭର୍‌ବ୍ରିଜ୍‌ ଦୁର୍ଘଟଣା : ଠିକାଦାର ସଂପୂର୍ଣ୍ଣ ଦାୟୀ , ଇଂଜିନିୟରଙ୍କୁ କ୍ଲିନଚିଟ୍

Krishna Kumar Manoj

ରେଲୱେ କ୍ରୀଡ଼ାବିତଙ୍କ ପାଇଁ ନୂତନ ପଦୋନ୍ନତି ନୀତିକୁ ପିୟୁଷ ଗୋଏଲଙ୍କ ମଞ୍ଜୁରି

Krishna Kumar Manoj

ଆଜିଠୁ ପବିତ୍ର ରମଜାନ ମାସ ଆରମ୍ଭ

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More