EnewsOdia.Com

ପିଏମ୍‌ ମୋଦିଙ୍କ ପରେ ‘Man vs Wild’ରେ ନଜର ଆସିବେ ରଜନୀକାନ୍ତ

ଟେଲିଭିଜନ ଶୋ  ମ୍ୟାନ ଭର୍ସେସ ୱାଇଲ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ଆସିବା ପରେ ତାଙ୍କ ଫିଟନେସ୍‌କୁ ନେଇ ଚର୍ଚ୍ଚା ଜୋର ଚାଲିଥିଲା । ଏହି ଶୋ’ର ହୋଷ୍ଟ ବିୟର ଗ୍ରିଲ୍ସଙ୍କ ସହ ମୋଦି ସବୁପ୍ରକାର ଆହ୍ୱାନକୁ ସାମ୍ନାକ କରୁଥିବାର ନଜର ଆସିଥିଲେ । ଏପରିକି ପୂର୍ବବର୍ଷ ମୋଦିଙ୍କ ଏହି ଶୋ’ ବେଶ ଲୋକପ୍ରିୟତା ସାଉଁଟିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସିନେମା ସୁପରଷ୍ଟାର ରଜନୀକାନ୍ତ ମ୍ୟାନ ଭର୍ସେସ ୱାଇଲ୍ଡରେ ନଜର ଆସିବେ ବୋଲି ସୂଚନା ମିଳିଛି ।

ରଜନୀକାନ୍ତ ଖୁବଶୀଘ୍ର ବିୟର ଗ୍ରିଲ୍ସଙ୍କ ସହ ଶୋ’ ସୁଟିଂ ଆରମ୍ଭ କରିବେ ବୋଲି କୁହାଯାଉଛି । ମୋଦିଙ୍କ ଶୋ’ ଉତ୍ତରାଖଣ୍ଡର କରବେଟ୍‌ ନ୍ୟାସନାଲ ପାର୍କରେ ସୁଟିଂ ହୋଇଥିବା ବେଳେ ରଜନୀକାନ୍ତଙ୍କ ଆଗାମୀ ଶୋ’ କର୍ଣ୍ଣାଟକର ବଂନ୍ଦିପୁର ଟାଇଗର ରିଜର୍ଭରେ ସୁଟିଂ ହେବ ।

ପଢନ୍ତୁ: ମଦ୍ୟପାନରେ ତ୍ରିପୁରା ଦେଶର ଏକ ନମ୍ବର ରାଜ୍ୟ

ସମ୍ବନ୍ଧିତ ଖବର

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲୀୟ ଗୋଲ୍‌ଡେନ୍‌ ବାଲୁକା କଳା ପୁରସ୍କାର

Ratnamani Maharana

ରାଜ୍ୟରେ ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା, ଆହୁରି ବଢିବ ଶୀତ

Ratnamani Maharana

ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ

Ratnamani Maharana

ବୋଝ ଉପରେ ଲଳିତା ବିଡ଼ା; ଡାଲି ଦର ୧୦୦ ଟଙ୍କା ଡେଇଁଲା

Ratnamani Maharana

ଚାଲିଗଲେ ‘କଟ୍‌, କପି ଆଣ୍ଡ୍‌ ପେଷ୍ଟ୍‍’ର ଉଦ୍‌ଭାବକ ଲ୍ୟାରି ଟେସ୍‌ଲର୍‌

Ratnamani Maharana

ଆମେରିକା ପାଇଁ ବିପଦ ଇରାନର ପ୍ରଶିକ୍ଷିତ ସାମୁଦ୍ରିକ ଜୀବ

Ratnamani Maharana