ସିନେମା ସାର୍ଟିଫିକେଟ ପାଇଁ ତାମିଲ ଅଭିନେତା ବିଶାଳଙ୍କ ଠାରୁ ଲାଞ୍ଚ ନେଇଛି ସିବିଏଫସି
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
Loading...
ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲଙ୍କ ପ୍ରଥମ ଚଳଚ୍ଚିତ୍ର ‘ଦୋନୋଁ’ର ଟ୍ରେଲର ସୋମବାର ରିଲିଜ୍ ହୋଇଛି।
ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲଙ୍କ ପ୍ରଥମ ଚଳଚ୍ଚିତ୍ର ‘ଦୋନୋଁ’ର ଟ୍ରେଲର ସୋମବାର ରିଲିଜ୍ ହୋଇଛି। ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦେଶକ ସୁରଜ ବଡ଼ଜାତ୍ୟାଙ୍କ ପୁଅ ଅବନୀଶ ଏସ. ବଡ଼ଜାତ୍ୟା। ରାଜବୀରଙ୍କ ସହ ଏଥିରେ ପୁନମ ଢିଲୋଁଙ୍କ ଝିଅ ପାଲୋମା ଢିଲୋଁ ନାୟିକା ଭାବେ ଅଭିନୟ କରିଛନ୍ତି।ଚଳଚ୍ଚିତ୍ର ଏକ ପ୍ରେମ କାହାଣୀ ଉପରେ ଆଧାରିତ ଏବଂ ଏଥିସହ ଆହୁରି ଅନେକ କାହାଣୀ ଯୋଡ଼ି ହୋଇ ରହିଛି। ଚଳିତ ବର୍ଷ ଅକ୍ଟୋବର ୫ରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।
Shakespeare, in the beautiful garden, among the party. Some of the hall: in fact she was ever to.
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ।