Entertainment

ତନୁଶ୍ରୀଙ୍କ ବିରୋଧରେ ରାକ୍ଷୀ ଆଣିଲେ ସଙ୍ଗୀନ ଅଭିଯୋଗ ,କହିଲେ ମତେ ବାରମ୍ବାର କରିଥିଲେ ଦୁଷ୍କର୍ମ

rakhi

ବଲିଉଡ୍‌ରେ ସୃଷ୍ଟି ହୋଇଥିବା #metoo ଝଡ଼ ପରେ ପରେ ଏବେ #shetoo ଝଡ ଆରମ୍ଭ ହୋଇଗଲାଣି। ତନୁଶ୍ରୀ ଦତ୍ତଙ୍କୁ କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ ସମାଲୋଚନା କରିବା ପରେ ଏବେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ରାକ୍ଷୀ ସାୱନ୍ତଙ୍କ ବିରୋଧରେ ତନୁଶ୍ରୀ ମାନହାନି ମାମଲା କରିବା ପରେ ଏହି ବିବାଦ ଆହୁରି ବଢିଯାଇଛି। ତନୁଶ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାକ୍ଷୀ ସାୱନ୍ତ।

rakhi

ରାକ୍ଷୀଙ୍କ କହିବା ଅନୁଯାୟୀ,“ତନୁଶ୍ରୀ ଜଣେ ଲେସ୍‌ବିଆନ୍‌। ସେ ଭିତରୁ ଜଣେ ପୁଅ ଅଟନ୍ତି। ସେ ମୋ ସହିତ ବାରମ୍ୱାର ଦୁଷ୍କର୍ମ କରିଛନ୍ତି। ଏକ ସାମ୍ୱାଦିକ ସମ୍ମିଳନୀରେ ରାକ୍ଷୀ ଏମିତି ଗମ୍ଭୀର ଅଭିଯୋଗ ଆଣିଛନ୍ତି।

ଏସବୁ କହିବା ପରେ ରାକ୍ଷୀ କହିଥିଲେ #MeToo , #MeToo ବହୁତ ହେଲା ଏବେ ହେବା #SheToo ଉଚିତ୍ । ମୋ ସହ ତନୁଶ୍ରୀ ୧୨ ବର୍ଷ ପୂର୍ବେ ଦୁଷ୍କର୍ମ କରିଛନ୍ତି । ଭିତରୁ ଜଣେ ପୁଅ ପିଲା ହୋଇଥିବାରୁ ନିଜ ଚୁଟି କାଟି ଛୋଟ କରିଛନ୍ତି ତନୁଶ୍ରୀ । ମତେ ଏସବୁ କହିବାକୁ ଭଲ ଲାଗୁନି । ଜଣେ ଝିଅ ହୋଇଥିବାରୁ ମୋ ଆଖିରେ ଲୁହ ଅଛି । ଆଜି ଯାଏଁ ଚୁପ୍ ଥିଲି। କିନ୍ତୁ ବଲିଉଡକୁ ଏପରି ବଦନାମ୍ କରାଯାଉଛି ଯେ ମୁଁ ବାଧ୍ୟ ହୋଇ ମୁହଁ ଖୋଲିଲି । ଏହା ସହ ରାକ୍ଷୀ ଆହୁରୀ କହିଛନ୍ତି ତନୁଶ୍ରୀଙ୍କୁ ଅଙ୍ଗୁର ମିଳିପାରିଲାନି ବୋଲି ଆଜି ମିଡିଆ ମିଡିଆ ଖେଳୁଛନ୍ତି ।

ପଢନ୍ତୁ; କ୍ଷୀର ଚା’ ଅପେକ୍ଷା କଳା ଚା’ ଶରୀର ପାଇଁ ବେଶ ଲାଭଦାୟକ! ଜାଣନ୍ତୁ ଏହାର କାରଣ

Related posts

ରିଲିଜ୍‌ ହେଲା ନୀଳମାଧବ ପଣ୍ଡାଙ୍କ ‘ହାଲ୍‌କା’

ENO Beuro

ବିପଦରେ ଜ୍ୟାକଲିନ : ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରରେ ଜ୍ୟାକଲିନଙ୍କ ହସିବା ଫଟୋ ସୋଶିଆଲ ମିଡିଆରେ

ENO Beuro

ବିପାଶା ଓ କରଣ ସିଂ ଗ୍ରୋଭର କେଉଁ ସୋରେ ନଜର ଆସିବେ ଜାଣନ୍ତୁ ? 

ENO Beuro

Leave a Comment