Entertainment

ବିବାହ କରିବେ କଂଟ୍ରୋଭର୍ସି କୁଇନ୍ ! ଜାଣନ୍ତୁ କିଏ ହେବେ ରାକ୍ଷୀଙ୍କ ଜୀବନସାଥୀ ?

ବିବାହ କରିବାକୁ ଯାଉଛନ୍ତି କଂଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ। ଦୀପକ କଲାଲଙ୍କ ହାତ ଧରିବେ ରାକ୍ଷୀ ।

ରାକ୍ଷୀ ଖୋଦ୍ ନିଜ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛନ୍ତି ବିବାହର ନିମନ୍ତ୍ରଣ ପତ୍ର। ଏହି ନିମନ୍ତ୍ରଣରେ ଲେଖାଯାଇଛି, ୩୧ ଡ଼ିସେମ୍ବର ଲସଏଞ୍ଜର୍ଲ୍ସରେ ୫:୫ ସମୟରେ ରାକ୍ଷୀ ଏବଂ ଦିପକଙ୍କ ବିବାହ ଅନୁଷ୍ଠିତ ହେବ।

sawant

ରାକ୍ଷୀ ନିଜ ବିବାହ ବିଷୟରେ ମଧ୍ୟ କହିଛନ୍ତି, ‘ମୁଁ ଡିସେମ୍ବର ୩୧ରେ ବିବାହ କରିବାକୁ ଯାଉଛି, ଆଉ ଏହି ବିବାହ ଆମେରିକାରେ ହେବ। ଏବେଠାରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ସାରିଲିଣି। ଦୀପକ ହେଉଛନ୍ତି ଜଣେ ଭଲ ମଣିଷ। ଏହି ସମୟରେ ସମସ୍ତେ ବିବାହ କରୁଛନ୍ତି , ତେଣୁ ମୁଁ ବି ଭାବିଲି ମୋତେ ବି ବିବାହ କରି ନେବା ଉଚିତ।’

ତେବେ ରାକ୍ଷୀଙ୍କ ବିବାହ କାର୍ଡ ମିଥ୍ୟା ନୁହେଁ ବୋଲି ପ୍ରଶ୍ନ କରିବାରୁ, ଏହା ଉତ୍ତରରେ ରାକ୍ଷୀ କହିଥିଲେ ଏହି ଥରକ ସେ ବାସ୍ତବରେ ବିବାହ କରିବାକୁ ଯାଉଛନ୍ତି। ତେଣୁ ଲୋକମାନେ ଏହାକୁ ଗମ୍ଭୀରତା ସହ ନେବା ଉଚିତ।

ପଢନ୍ତୁ; ଶୀତରେ ଗୋଡ଼ ଫାଟୁଛିକି ? ଜାଣିରଖନ୍ତୁ ଏହି ସମସ୍ୟା ଦୂର କରିବାପାଇଁ କିଛି ଟିପ୍ସ

Related posts

ରିଲିଜ ହେଲା କମଲ ହାସନଙ୍କ ଫିଲ୍ମ ‘ବିଶ୍ୱରୂପମ-୨’ର ଟ୍ରେଲର

ENO Beuro

ରିଲିଜ ହେଲା ‘ଗଲି ବୟ’ର ଟିଜର

ENO Beuro

ଏକାଠି ନଜର ଆସିବେ ସୈଫ୍-ମାଧବନ୍

ENO Beuro

Leave a Comment