ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଓ ଅଭିନେତା ଜ୍ୟାକି ଭଗନାନୀ। କୁହାଯାଉଛି ଯେ ଉଭୟ ୨୦୨୩ରେ ବିବାହ କରିପାରନ୍ତି। ଏନେଇ ଅଭିନେତ୍ରୀଙ୍କ ଭାଇ ସୂଚନା ଦେଇଛନ୍ତି। ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭଗନାନୀଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ।
ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଓ ଅଭିନେତା ଜ୍ୟାକି ଭଗନାନୀ। କୁହାଯାଉଛି ଯେ ଉଭୟ ୨୦୨୩ରେ ବିବାହ କରିପାରନ୍ତି। ଏନେଇ ଅଭିନେତ୍ରୀଙ୍କ ଭାଇ ସୂଚନା ଦେଇଛନ୍ତି। ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭଗନାନୀଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ। ଏହାପରେ ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ବିବାହ ଖବର ଶୁଣିବାକୁ ମିଳୁଛି। ଦୁହେଁ କେବେ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଯାଉଛନ୍ତି ସେ ବିଷୟରେ ପ୍ରଶଂସକମାନେ ମଧ୍ୟ ଜାଣିବାକୁ ଆଗ୍ରହୀ ଅଛନ୍ତି। ବିବାହ ବିଷୟରେ ଚର୍ଚ୍ଚାର ବଜାର ଗରମ ହେବା ପରେ ଅଭିନେତ୍ରୀଙ୍କ ଭାଇ ଏନେଇ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରକୁଲ ପ୍ରୀତ ତାଙ୍କ ଲଭ୍ ଲାଇଫ୍କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାଆନ୍ତି। ଦୁହେଁ ବହୁତ ସୁନ୍ଦର ଦମ୍ପତି ଏବଂ ପରସ୍ପରକୁ ବହୁତ ପସନ୍ଦ କରନ୍ତି। କୁହାଯାଉଛି ଯେ ଚଳଚ୍ଚିତ୍ର ନିର୍ମାତା ବାସୁ ଭଗନାନୀ ତାଙ୍କ ପୁଅ ଜ୍ୟାକି ଭଗନାନୀଙ୍କ ବିବାହକୁ ଭିନ୍ନ ଢଙ୍ଗରେ କରିବାକୁ ଆଗ୍ରହୀ। କୁହାଯାଉଛି ଯେ ରକୁଲ ଏ ବିଷୟରେ ନିଷ୍ପତ୍ତି ନେବେ ଏବଂ ବିବାହ ଘୋଷଣା ମଧ୍ୟ ସେ ହିଁ କରିବେ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।