POLITICALS

ତ୍ରି-ରାଷ୍ଟ୍ରୀୟ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Rtx3bl0y 1 E1500561269948 770x433

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବେ ୟୁରୋପୀୟ ରାଷ୍ଟ୍ର ଗସ୍ତରେ ଅଛନ୍ତି। ଗତକାଲି ରାତିରୁ କୋବିନ୍ଦ ୩ ରାଷ୍ଟ୍ର  ଆଇସଲାଣ୍ଡ୍‌, ସ୍ବିଜରଲାଣ୍ଡ୍‌ ଏବଂ ସ୍ଲୋଭେନିଆ ଗସ୍ତ କରିଛନ୍ତି। ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବାପାଇଁ କୋବିନ୍ଦ ୩ ରାଷ୍ଟ୍ର ଗସ୍ତରେ ଅଛନ୍ତି। ରାଷ୍ଟ୍ରପତି କୋବିନ୍ଦ ୯-୧୧ ପର୍ଯ୍ୟନ୍ତ ଆଇସଲାଣ୍ଡ୍‌ ଗସ୍ତ କରିବେ ଏବଂ ଏହାପରେ ସେ ‌ସ୍ବିଜରଲାଣ୍ଡ୍‌ ଯିବେ। ସେପ୍ଟେମ୍ବର ୧୫ ରେ କୋବିନ୍ଦ ସ୍ଲୋଭେନିଆରେ ପହଞ୍ଚିବେ। ଏହାପରେ ୧୭ ତାରିଖରେ କୋବିନ୍ଦ ଭାରତ ଫେରିବେ। କୋବିନ୍ଦ ତାଙ୍କ ଗସ୍ତକାଳରେ ୩ ରାଷ୍ଟ୍ରର ବରିଷ୍ଠ ନେତୃବୃନ୍ଦମାନଙ୍କ ସହ କଥାବାର୍ତ୍ତା କରିବେ।

ଉଲ୍ଲେଖଯୋଗ୍ୟ ରାଷ୍ଟ୍ରପତିଙ୍କ ୩ ରାଷ୍ଟ୍ର ଗସ୍ତ ପାଇଁ ପାକିସ୍ତାନ ବାୟୁସୀମା  ବ୍ୟବହାର କରିବାକୁ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା। କିନ୍ତୁ ପାକିସ୍ତାନ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା।

ପଢନ୍ତୁ: ମିଳିଲା ଆତଙ୍କବାଦୀଙ୍କ ଡଙ୍ଗା! ଦକ୍ଷିଣ ଭାରତରେ ଭୟଙ୍କର ଆତଙ୍କୀ ହମ୍‌ଲା ଆଶଙ୍କା

Related posts

ଏବେ କଡା ସୁରକ୍ଷା ଭିତରେ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ, ବାସଭବନକୁ ଘେରାଉ କଲେ ମହିଳା

ENO Beuro

ବିଜେପି ଛାଡ଼ିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା!

ENO Beuro

ଚନ୍ଦ୍ରଯାନ-୨ ଅସଫଳ ପରେ ଭାରତର ମଜା ଉଡେଇଲେ ପାକିସ୍ତାନ ମନ୍ତ୍ରୀ ଫବାଦ ଚୌଧୁରୀ

Ratnamani Moharana

1 comment

ରାଜମହଲ ଛକରେ ଗଣ୍ଡଗୋଳ ଘଟଣା: ଗିରଫ ସଂଖ୍ୟା ୧୩ କୁ ବୃଦ୍ଧି September 10, 2019 at 11:27 am

[…] ତ୍ରି-ରାଷ୍ଟ୍ରୀୟ ଗସ୍ତରେ ରାଷ୍ଟ୍ରପତି ରାମ… […]

Leave a Comment