Entertainment

ରାମସୀତା ଚରିତ୍ରରେ ପରଦାକୁ ଆସୁଛନ୍ତି ହ୍ରିତିକ୍-ଦୀପିକା

Dc Cover Jk3cnohn7v8u21rk3pbrfm9kb0 20160218112749.medi

ହିନ୍ଦୁର ପୌରାଣିକ ଧର୍ମଗ୍ରନ୍ଥ ରାମାୟଣ  ଉପରେ ଏକ ବଲୀଉଡ଼୍ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ତେବେ ବଲିଉଡରେ ପୌରାଣିକ କାହାଣୀ ଉପରେ ଫିଲ୍ମ ତିଆରି ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ପଦ୍ମାବତ,ମଣିକରଣିକା ଭଳି କାହାଣୀ ପରଦାରେ ବେଶ ରାଜ କରିଛି। ତେବେ ରାମସୀତା ଭଳି ପୌରଣିକ କାହାଣୀରେ ନାୟକ ଓ ନାୟିକା ବେଶ ଗୁରୁତ୍ବପୂର୍ଣ ଭୂମିକା ଅଟେ।  ସୂଚନା ମୁତାବକ ବଲିଉଡ଼ର ଆଗ ଧାଡିର କଳାକାର ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କୁ ମୁଖ୍ୟ ଚରିତ୍ର ରାମସୀତା ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ହ୍ରିତିକ୍-ଦୀପିକାଙ୍କୁ ଏକାଠି ଅଭିନୟ କରିବା ଦେଖିବାକୁ ମିଳିବ। ଚଳଚ୍ଚିତ୍ରରେ ନିର୍ଦ୍ଦେଶନାର ଭାର ବହନ କରିବେ ନିତେଶ୍ ତିଓ୍ବାରୀ ଏବଂ ରବି ଉଡୟାଭର ଓ ମଧୂ ମନ୍ତେନାଙ୍କ ପ୍ରଯୋଜନାରେ ଚଳଚ୍ଚିତ୍ରଟି ନିର୍ମାଣ ହେବ।

ଏହି ସିନୋମଟିକୁ ହିନ୍ଦି, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରର ଟାଇେଟେଲ ଏପର୍ୟ୍ୟନ୍ତ ଠିକ୍ ହୋଇନଥିବାବେଳେ ଏହି ସିନେମାଟି ୫୦୦କୋଟି ଟଙ୍କା ବଜେଟରେ ନିର୍ମାଣ ହେବ ଏବଂ ଏହି ଚଳଚ୍ଚିତ୍ରଟି ୩ଡିରେ ଶୁଟିଂ କରାଯିବ।

ପଢନ୍ତୁ: ସକାଳ ୬ରୁ ରାତି ୯ପର୍ଯ୍ୟନ୍ତ ଖୋଲା ରହିବ ରାଜ୍ୟର ସବୁ ପାର୍କ

Related posts

୧୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’

ENO Beuro

ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସ୍ତ୍ରୀ’ର ଟ୍ରେଲର ରିଲିଜ

ENO Beuro

୫୧ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍‌!

ENO Beuro

Leave a Comment