Loading...

ରାଣୀ ପଣ୍ଡାଙ୍କୁ ହତ୍ୟା ଧମକ

ରାଣୀ ପଣ୍ଡାଙ୍କୁ ହତ୍ୟା ଧମକ

ରାଣୀ ପଣ୍ଡାଙ୍କୁ ହତ୍ୟା ଧମକ। ସାହାଯ୍ୟ ଆଣି ଫସିଯାଇଥିବା ନିଜ ଫେସବୁକ ଆକାଉଣ୍ଟ ରେ ସେୟାର କରିଛନ୍ତି ରାଣୀ। ରାଜନୈତିକ ଦଳର ଲୋକ ହତ୍ୟା ଧମକ ଦେଇଥିବା ସେ ପୋଷ୍ଟରେ ଉଲ୍ଲେଖ ରହିଛି।

ରାଣୀ ପଣ୍ଡାଙ୍କୁ ହତ୍ୟା ଧମକ। ସାହାଯ୍ୟ ଆଣି ଫସିଯାଇଥିବା ନିଜ ଫେସବୁକ ଆକାଉଣ୍ଟ ରେ ସେୟାର କରିଛନ୍ତି ରାଣୀ। ରାଜନୈତିକ ଦଳର ଲୋକ ହତ୍ୟା ଧମକ ଦେଇଥିବା ସେ ପୋଷ୍ଟରେ ଉଲ୍ଲେଖ ରହିଛି। ସେ ଫେସବୁକରେ ଲେଖିଛନ୍ତି ଓଡିଶା ବାସି ରାଣୀ ପଣ୍ଡାକୁ କୌଣସି ମୁହୁର୍ତ୍ତରେ ମାରି ଦେଇପାରନ୍ତି। ମୋର ଶତ୍ରୁ ବ୍ୟକ୍ତିଗତ କାରଣ ପାଇଁ । ମୁଁ ସବୁ ନୋଟ ରେ ଲେଖୁ ଦେଇଛି। ଏବେ କିଛି କହିପାରିବିନି, ସେ ଅନେକ କଥା। ରାଜନୈତିକ ଲୋକ ମାନେ ହିଁ ମତେ ମାରିବାର ପ୍ଲାନ କରୁଛନ୍ତି ବୋଲି ମୁଁ ଖବର ପାଇଲି।

ମୁଁ ତାଙ୍କ ସବୁ ଠିକଣା ଯଦି କହି ଦେବି ସେମାନେ ମତେ କୋଉ ମୁହୂର୍ତ୍ତରେ ଫାୟିରିଙ୍ଗ କରିଦେବେ । ଇଂଡାଇରେକ୍ଟ ଧମକ ମିଳିଛି ମତେ । ସମୟ ଆସିଲେ ରାଣୀ ପଣ୍ଡା ମଲା ପରେ ଇନଭେଷ୍ଟକେଶନ ହେଲେ ଓଡିଶା ବାସି ସବୁ ଜାଣିପାରିବେ । ମୁଁ କିଛି ସାହାଯ୍ୟ ଆଣି ଆଜି ଫସି ଯାଇଛି । ଅତିଶୟ ହେଲେ ମୁଁ ମାନ୍ୟବରଙ୍କୁ ସୁରକ୍ଷା ମାଗିବି ବୋଲି ସେ ନିଜ ଫେସବୁକରେ ଲେଖିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.