Loading...

‘ପୁଷ୍ପା’ର ଶ୍ରୀବଲ୍ଲୀ ଗୀତରେ ନାଚିଲେ ରାନୁ ମଣ୍ଡଲ

‘ପୁଷ୍ପା’ର ଶ୍ରୀବଲ୍ଲୀ ଗୀତରେ ନାଚିଲେ ରାନୁ ମଣ୍ଡଲ

ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ପୁଷ୍ପା’ ରିଲିଜ୍ ହେବାର ଦେଢମାସ ପରେ ମଧ୍ୟ ଚର୍ଚ୍ଚାରେ ରହିଛି।

ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ପୁଷ୍ପା’ ରିଲିଜ୍ ହେବାର ଦେଢମାସ ପରେ ମଧ୍ୟ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ‘ପୁଷ୍ପା’ର ଗୀତ, ଦୃଶ୍ୟ ଓ ଡାଏଲଗ୍ ଭାଇରାଲ୍ ହୋଇଯାଇଛି। ଚର୍ଚ୍ଚିତ ଗାୟିକା ରାନୁ ମଣ୍ଡଳ ମଧ୍ୟ ‘ପୁଷ୍ପା’ର ଶ୍ରୀବଲ୍ଲୀ ଗୀତରେ ମଜାଳିଆ ନୃତ୍ୟ କରିଛନ୍ତି, ଏହାର ଏକ ସର୍ଟ ଭିଡିଓ(ଅଳ୍ପ ସମୟର ଭିଡିଓ) ସାମନାକୁ ଆସିଛି। 

 

ସୋସିଆଲ୍ ମିଡିଆରେ ରାନୁ ମଣ୍ଡଳଙ୍କ ଏହି ସ୍ବଳ୍ପ ଅବଧିର ଡ୍ୟାନ୍ସ ଭିଡିଓ ଦୃତଗତିରେ ଭାଇରାଲ୍ ହେବାରେ ଲାଗିଛି।ଏହି ଭିଡିଓକୁ ଦେଖି ଇଣ୍ଟରନେଟରେ ଲୋକମାନେ ବହୁମାତ୍ରାରେ କମେଣ୍ଟ୍ କରୁଛନ୍ତି। କିଛି ଲୋକ କହୁଛନ୍ତି ଏହି ଭିଡିଓକୁ ଅଲ୍ଲୁ ଅର୍ଜୁନଙ୍କ ପାଖକୁ ନିଶ୍ଚିତ ଭାବେ ପହଞ୍ଚାଇବା ଆବଶ୍ୟକ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.