EnewsOdia.Com

ରିଲିଜ ହେଲା ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ୮୩ର ପୋଷ୍ଟର

ରିଲିଜ ହେଇଛି ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ୮୩ର ପୋଷ୍ଟର । ଏହି ଫିଲ୍ମ ୧୯୮୩ ମସିହାରେ ଭାରତୀୟ କ୍ରିକେଟ ଟିମ ପ୍ରଥମ ଥର ୱାର୍ଲଡ କପ ବିଜୟୀ ଉପରେ କାହାଣୀକୁ ନେଇ ନିର୍ମିତ କରାଯାଇଛି ।

ଏହା ସହ ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଜୀବନ କାହାଣୀ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ । ତେବେ ଫିଲ୍ମର ପୋଷ୍ଟରକୁ ରଣବୀର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ସହ ଅନ୍ୟ କିଛି ଫୋଟ ସେୟାର କରିଛନ୍ତି ରଣବୀର ।

ଏହି ଫିଲ୍ମଟିକୁ କବୀର ଖାନ ନିର୍ଦ୍ଦେଶନା ଦେଇଛନ୍ତି । ବାହା ଘରେ ପରେ ରଣବୀର ଓ ଦୀପିକା ଏହି ଫିଲ୍ମରେ ଏକାଠି ନଜର ଆସିବେ । ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସୁଥିବା ବେଳେ କପିଳଙ୍କ ସ୍ତ୍ରୀ ରେମି ଭାଟିଆଙ୍କ ଭୂମିକାରେ ଦୀପିକା ନଜର ଆସିବେ । ଅନ୍ୟ ମାନଙ୍କ ମଧ୍ୟରେ ହାରଦି ସନ୍ଧୁ, ତହିର ଭସିନ୍, ଜୀଭା, ଅମି ଭୀକ୍, ପଙ୍କଜ ତ୍ରିପାଠି, ବମନ ଇରାନି ପ୍ରମୁଖ ନଜର ଆସିବେ । ଆସନ୍ତା ଏପ୍ରିଲ ମାସ ୧୦ ତାରିଖ ଦିନ ଏହି ଫିଲ୍ମ ରିଲିଜ ହେବ ।

ପଢନ୍ତୁ: ସରକାରୀ କଲେଜ ଅଧ୍ୟାପକଙ୍କ ଘରୋଇ ଟ୍ୟୁସନ ଉପରେ ବ୍ରେକ

ସମ୍ବନ୍ଧିତ ଖବର

ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

Ratnamani Maharana

କେବଳ ଅନୀଲ କପୁର ନୁହଁନ୍ତି, ଅନେକ କଳାକାରଙ୍କ ଫଟୋ ଦାଉଦ ସହ

Ratnamani Maharana

ତାମିଲ୍‌ ସିନେମାରେ ଓଡିଆ ହିରୋ

Ratnamani Maharana

ଅମିତାଭ ବଚ୍ଚନଙ୍କଠୁ ଅଧିକ ଧନୀ ହେଉଛନ୍ତି ତାଙ୍କ ଜ୍ବାଇଁ

Ratnamani Maharana

ଟଙ୍କା ମିଳିଲେ ଆୱାର୍ଡ ଶୋ’କୁ ଯାଏ ବୋଲି କହିଲେ ରୋହିତ ଶେଟ୍ଟୀ

Ratnamani Maharana

ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ

Ratnamani Maharana