Entertainment

ରଣବୀର ସିଂଙ୍କ ଡ୍ରେସିଙ୍ଗ ସେନ୍ସକୁ ନେଇ ଚର୍ଚା

ମହିଳାଙ୍କ ଜ୍ୟାକେଟ୍‌ ପିନ୍ଧି ଇଭେଣ୍ଟରେ ପହଞ୍ଚିଲେ ରଣବୀର ସିଂ

ବଲିଉଡ଼ ଅଭିନେତା ରଣବୀର ସିଂ ସବୁ ବେଳେ ଚର୍ଚାରେ । କେତେ ବେଳେ ଦୀପିକାଙ୍କ ସହ ବିଭାହକୁ ନେଇ ତ କେବେ ନିଜ ଇଉନିକ ଅଭିନୟକୁ ନେଇ । ତେବେ ନିଜର ଷ୍ଟାଇଲିସ ଡ୍ରେସିଙ୍ଗ ସେନ୍ସକୁ ନେଇ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି ରଣବୀର ସିଂ। କୌଣସି ଆଓ୍ଵାର୍ଡ଼ ସୋ ହେଉ ବା ଏୟାରପୋର୍ଟ, ସେ ଭିନ୍ନ ଭିନ୍ନ ଅବତାରରେ ନଜର ଆସିବା ସହ ଲୋକ ଯେପରି ତାଙ୍କୁ ପୋଷାକକୁ ପସନ୍ଦ କରିବେ ସେ ଦିଗ ପ୍ରତି ଧ୍ୟାନ ଦେଇଥାଆନ୍ତି ।

ସବୁବେଳେ ନିଜର ପୋଷାକକୁ ନେଇ ଲୋକମାନଙ୍କୁ ଖୁସି କରାଉଥିବା ରଣବୀର ଏବେ ନିଜର ଫ୍ୟାସନ୍‌ ମିଷ୍ଟେକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି ।

କିଛି ଦିନ ତଳେ ପଦ୍ମାବତ ଷ୍ଟାର ରଣବୀର ସିଂ ମୁମ୍ବାଇରେ ହେଉଥିବା ଏକ ଇଭେଣ୍ଟରେ ମହିଳାମାନଙ୍କର ଜ୍ୟାକେଟ୍‌ ପିନ୍ଧି ପହଞ୍ଚି ଯାଇଥିଲେ ।ଧଳା ପ୍ୟାଣ୍ଟ ସହ ବେବି ପିଙ୍କ ରଙ୍ଗର ଜ୍ୟାକେଟ ପିନ୍ଧି ସେ ସେଠାରେ ପହଞ୍ଚିଥିଲେ । ତାଙ୍କର ଏ ଭଳି ଅବତାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ଜ୍ୟାକେଟ୍‌ରେ ମଧ୍ୟ ରଣବୀର ଷ୍ଟାଇଲିସ ଲାଗୁଥିଲେ ବୋଲି ଅନେକ ମତ ଦେଇଛନ୍ତି । ଏହି ଜ୍ୟାକେଟ୍‌କୁ ମନୀଷ ଆରୋରା ଡିଜାଇନ୍‌ କରିଥିବା ଜଣାପଡ଼ିଛି ।

ପଢନ୍ତୁ ;

୧୩ ହଜାରରୁ ଅଧିକ ରେଲଓ୍ବେ କର୍ମଚାରୀ ହେବେ ବହିଷ୍କୃତ

Related posts

ଅମିରଙ୍କ ଡ୍ରିମ ପ୍ରୋଜେକ୍ଟ ‘ମହାଭାରତ’ରେ କୃଷ୍ଣ ଭୂମିକାରେ କିଏ ନଜର ଆସିବେ ଜାଣନ୍ତୁ ?

ENO Beuro

ନୂଆ ଓଡିଆ ଚଳଚିତ୍ର ଚାମ୍ପିଅନର ଶୁଭ ମହୁରତ

ENO Beuro

‘ଯୋଗୀ’ରେ ଏକ ନୂଆ ଯୋଡିକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ

ENO Beuro

Leave a Comment