News

ଅପହରଣ ପରେ ବଳାତ୍କାର

ଗାଧୋଉବା ବେଳ ୮ବର୍ଷର ନାବାଳିକାକୁ ଅପହରଣ କରି ବଳାତ୍କାର

୮ବର୍ଷର ନାବାଳିକାକୁ ପ୍ରସନ୍ନ ବେହେରା ନାମକ ଜଣେ ବ୍ୟକ୍ତି ଅପହରଣ କରି ପରେ ବଳାତ୍କାର କରି ଛାଡି ପଳାଇଥିଲା ।

ଝିଅଟି ନିଜେ ତାର ସମସ୍ତ ପରିବାର ଲୋକଙ୍କୁ କହିଛି ଯେ , ମୁଁ ଗାଧୋଉ ଥିବା ସମୟରେ ମତେ ସେ ନେଇଥିଲା ।

ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇବା ପରେ ଖଜୁରୀପଡା ଥାନାରେ ଅଭିଯୁକ୍ତ ନାମରେ ଏତଲା ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଖଜୁରୀପଡା ପୁଲିସ ଅଭିଯୁକ୍ତ ପ୍ରସନ୍ନ ବେହେରାକୁ ଗିରଫ କରିଥିଲା। ବୁଧବାର ଦିନ ନାବାଳିକାର ଡାକ୍ତରୀ ମାଇନା କରାଯାଇଥିଲା।

ପଢନ୍ତୁ : ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ପଡ଼ିଲା ମହଙ୍ଗା

Related posts

୨୮ରୁ ଜାତୀୟ ହସ୍ତତନ୍ତ ମେଳା ‘ତୋଷାଳି’

ENO Beuro

ପସନ୍ଦ ନଥିଲେ ଅସୁନ୍ଦର ସ୍ଵାମୀ,ଚୁମ୍ବନ ବେଳେ ଜିଭ କାଟିଦେଲେ ସ୍ତ୍ରୀ

ENO Beuro

ବହୁ ଦିନର ବାଦ ବିବାଦ ପରେ ଶେଷରେ ହାରିଗଲା ଓଡ଼ିଶା, ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍

ENO Beuro

1 comment

Leave a Comment