Loading...

ଦେଶର ପ୍ରଥମ ରାପିଡ୍ ଟ୍ରେନ୍କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦେଶର ପ୍ରଥମ ରାପିଡ୍ ଟ୍ରେନ୍କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରା଼ପୀଡ଼ ଏକ୍ସର ଉଦଘାଟନ ପରେ ସାଧାରଣ ଲୋକମାନଙ୍କ ପାଇଁ ଏହା ୨୧ ଅକ୍ଟୋବର ସକାଳ ୬ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ହେବ । ୧୬୦ କିଲୋମିଟର ପ୍ରତିଘଣ୍ଟା ସ୍ପିଡରେ ଚାଲୁଥିବା ଏହି ଟ୍ରେନ ପ୍ରତି ୧୫ ମିନିଟରେ ଉପଲବ୍ଧ ହେବ ।

ରା଼ପୀଡ଼ ଏକ୍ସର ଉଦଘାଟନ ପରେ ସାଧାରଣ ଲୋକମାନଙ୍କ ପାଇଁ ଏହା ୨୧ ଅକ୍ଟୋବର ସକାଳ ୬ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ହେବ । ୧୬୦ କିଲୋମିଟର ପ୍ରତିଘଣ୍ଟା ସ୍ପିଡରେ ଚାଲୁଥିବା ଏହି ଟ୍ରେନ ପ୍ରତି ୧୫ ମିନିଟରେ ଉପଲବ୍ଧ ହେବ । ଏହା ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହାଇ ଏବଂ ଡିପୋ ଷ୍ଟେସନରେ ଚାଲିବ । ଉଦଘାଟନର ଗୋଟିଏ ଦିନ ପରେ ଲୋକମାନେ ଏହାର ଲାଭ ଉଠାଇ ପାରିବେ । ଆରାମଦାୟକ ଏବଂ ଅତ୍ୟଧିକ ସ୍ପିଡର ମଜା ଉଠାଇ ପାରିବେ । ଦିଲ୍ଲୀରୁ ମେରଠ ୨୦୨୫ ପର୍ଯ୍ୟନ୍ତ କରିଡୋର ନିର୍ମାଣ ହେବ । ଏହା ପରେ ପରିଚାଳନା ଆରମ୍ଭ ହେବ ।

ଆରଆରଟିଏସର ପ୍ରଥମ ପର୍ୟ୍ୟାୟ ଉଦଘାଟନ ପରେ ସାହିବାବାଦରୁ ଦୁହାଇ ପର୍ୟ୍ୟନ୍ତ ୧୭ କିଲୋମିଟର ଦୀର୍ଘ ଟ୍ରାକ୍ ରେ ରାପିଡ୍ ଏକ୍ସ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୨୧ରୁ ସାଧାରଣ ଲୋକ ରାପିଡ୍ ଏକ୍ସ ଟ୍ରେନରେ ଯାତ୍ରା କରିପାରିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.