EnewsOdia.Com

ମାଗଣା ସେବା ଦେଉଛି ରାପିଡୋ

ଆଜି ଅନଲାଇନ ବାଇକ ସେବା ପ୍ରଦାନ କରୁଥିବା ସଂସ୍ଥା ରାପିଡୋ ରାଜଧାନୀ ବାସୀଙ୍କୁ ମାଗଣା ସେବା ଯୋଗାଇଦେଉଛି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ କଥାଟି ସତ । ଆଜି ଦିଲ୍ଲୀ ନିର୍ବାଚନ ପାଇଁ ବାଇକ ସେବା ପ୍ରଦାନକାରୀ ସଂସ୍ଥା ରାପିଡୋ, ରାଜଧାନୀ ଦିଲ୍ଲୀରେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ମାଗଣା ସେବା ଯୋଗାଇବ । ଭୋଟ କେନ୍ଦ୍ରର ୩କିଲୋମିଟର ଭିତରେ ରାପିଡୋ ଏହି ସେବା ଯୋଗାଇବ ବୋଲି ଘୋଷଣା କରିଛି ।

ଆଜି  ଦିଲ୍ଲୀର ସମସ୍ତ ୭୦ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଏଥିପାଇଁ ଭୋଟ କେନ୍ଦ୍ରର ୩କିଲୋମିଟର ପରିସର ମଧ୍ୟରେ ହିଁ ରାପିଡୋ ଦ୍ୱାରା ମାଗଣା ଦେବା ଉପଲବ୍ଧ ହେଉଛି ।

ପଢନ୍ତୁ: ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଆରମ୍ଭ

ସମ୍ବନ୍ଧିତ ଖବର

୨୫୦ କିଲୋ ଆତଙ୍କବାଦୀକୁ ଗିରଫ କରି ଟ୍ରକରେ ବୋହିନେଲା ପୋଲିସ

Ratnamani Maharana

ରାଜଧାନୀରେ ଛାତ୍ରୀଙ୍କୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର

Ratnamani Maharana

କାଳିଆ ଦୁଆରେ ଭିକ ମାଗୁଛନ୍ତି, କୋଠା ଘରେ ରାତି କାଟୁଛନ୍ତି

Ratnamani Maharana

ବ୍ରିଜ୍ ତଳେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍

Ratnamani Maharana

ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ‘ବୁଲବୁଲ’

Ratnamani Maharana

ଏକ ରୁ ତିନିବର୍ଷ ମଧ୍ୟରେ ପ୍ରତିଘରେ ଲାଗିବ ପ୍ରିପେଡ୍ ବିଜୁଳୀ ମିଟର

Ratnamani Maharana