EnewsOdia.Com

ଚାଲିଗଲେ ହିପ-ହପ୍‌ ଷ୍ଟାର Juice Wrld

ଚିକାଗୋ ବେସଡ୍‌ ହିପ୍‌-ହପ୍‌ ଷ୍ଟାର Juice Wrldଙ୍କର ରବିବାର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ସେ ଛଅ ଦିନ ତଳେ ନିଜର ଜନ୍ମଦିନ ସେଲିବ୍ରେଟ ପାଳନ କରିଥିଲେ।

ସେ ବିମାନରେ କାଲିଫର୍ଣ୍ଣିଆରୁ ଚିକାଗୋ ଯାଉଥିବାବେଳେ ବାଟରେ ଅସୁସ୍ଥ ଅନୁଭବ କଲେ। ଏହାପରେ ଏମରଜେନ୍ସୀ ଲ୍ୟାଣ୍ଡିଂ କରାଯାଇ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଗଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

juice wrldଚିକାଗୋ ପୋଲିସର ସ୍ପୋକସପର୍ସନ ଏହି ଦୁଃଖଦ ଘଟଣା ବିଷୟରେ ଜଣାଇଛନ୍ତି ଏବଂ ଘଟଣାର ତଦନ୍ତ ଜାରୀ ଚାଲୁଛି ବୋଲି ମଧ୍ୟ କହିଛନ୍ତି। ସେ ବହୁତ କମ୍‌ ବୟସର ଜଣେ ଜଣାଶୁଣା ରାପର୍‌ ଥିଲେ।

juice

 

ପଢନ୍ତୁ: କମିଲା ଥଣ୍ଡା, ଆସୁଛି କୁହୁଡି

ସମ୍ବନ୍ଧିତ ଖବର

ମୂଲ୍ୟ ବୃଦ୍ଧି ଦାବିରେ ପାହାଳ ମିଠା ବଜାର ଦୁଇଦିନ ବନ୍ଦ

Ratnamani Maharana

୨୩ରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ୨୪ରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

Ratnamani Maharana

ଜେମ୍ସ ବଣ୍ଡ ଅବତାରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

Ratnamani Maharana

କାହା ପାଇଁ ପ୍ରସ୍ତୁତ ହେଉଛି ଫାଶୀ ଦଉଡି !

Ratnamani Maharana

ଆଜିଠାରୁ ରାଜଧାନୀରେ ଗଡିବ ସ୍ମାର୍ଟ ଅଟୋ

Ratnamani Maharana

ଭାଇରାଲ୍‌ ହେଉଛି କରୋନା ଭାଇରସ୍‌ ସଚେତନତା ବାର୍ତ୍ତା ବିଶିଷ୍ଟ ନୃତ୍ୟ

Ratnamani Maharana