EnewsOdia.Com

ଚାନ୍ଦବାଲିରୁ ଉଦ୍ଧାର ହେଲା ‘ବ୍ଲାକ୍ ଡାଇମଣ୍ଡ’

ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା  ମାଛଟିର ୪ଟି ଆଖି ରହିଛି । ମାଛଟିର ଓଜନ ୩ କେଜି ହେବ । ତାର ପିଠି ଓ ଲାଞ୍ଜ ଅଧିକ ଟାଣ ଓ କୁମ୍ଭୀର ଚମଡ଼। ପରି ହୋଇଛି । ଏହି ମାଛକୁ ଆଳଙ୍କରିକ ବା ଆର୍ଟିଫିସିଆଲ୍ ବ୍ଲାକ୍ ଡ଼।ଇମଣ୍ଡ୍ ମାଛ ବୋଲି କହିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ ।

ମିଳିଥିବା ସୂଚନାଅନୁସାରେ , ଏହି ବିରଳ ପ୍ରଜାତିର ମାଛ ଚାନ୍ଦବାଲିରେ ଏକ ଖ୍ରୀଷ୍ଟିଆନ ପୋଖରୀରୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି । ଏହି ମାଛ ତାର ଦୁଇ ଗାଲି ସାହାଯ୍ୟରେ ମାଟି ଉପରେ ଛିଡା ହୋଇପାରୁଛି ଏବଂ ଶବ୍ଦ ମଧ୍ୟ କରିପାରୁଛି । ଏହି ମାଛ ସାଧାରଣ ମାଛ ପରି ଦେଖାଯାଉଥିଲେ ମଧ୍ୟ ଏହି ମାଛ ଅନ୍ୟ ସାଧାରଣ ମାଛ ତୁଳନାରେ ଭିନ୍ନ ଅଟେ ।

ପଢନ୍ତୁ: ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଲେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ

ସମ୍ବନ୍ଧିତ ଖବର

କମିଶନରେଟ୍ ପୁଲିସ୍‌ ମୁଖ୍ୟାଳୟ ହେବ ‘ପୁଲିସ ସେବା ଭବନ’

Ratnamani Maharana

ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ଭାଲେଣ୍ଟାଇଲ ଡେ’କୁ ବିରୋଧ କରିବନି ବଜରଙ୍ଗୀ ଦଳ

Ratnamani Maharana

ଧାମରା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ଦ୍ରୁତଗାମୀ ମାଛ ମାର୍ଲିନ

Ratnamani Maharana

ଫେବୃଆରୀରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

Ratnamani Maharana

ଜାଲ ହିତାଧିକାରୀ ଧରିବ ଆଧାର, ସରକାରୀ ଯୋଜନାରେ ବାଧ୍ୟତାମୂଳକ ଆଧାର ସଂଯୋଗ

Ratnamani Maharana

ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ

Ratnamani Maharana