News

ଶ୍ରୀଅଙ୍ଗକୁ ବିପଦ ମୂଷା:ଯନ୍ତା ବସୁଛି,ଧରାପଡୁନାହାନ୍ତି

puri

ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବିପଦ ହୋଇଛନ୍ତି ମୂଷା।ମାନେ ଗର୍ଭଗୃହରେ ବୁଲୁଛନ୍ତି। ପାହଡପରେ ରତ୍ନସିଂହାସନକୁ ଆସି ଡିଆଁ ମାରୁଛନ୍ତି। ମୂଷାଙ୍କୁ ଆକର୍ଷିତ କରିବା ଲାଗି ଯନ୍ତାରେ କଖାରୁ ଲାଗିଛି। ହେଲେ ମୂଷା ଖାଇବାକୁ ଆସୁନାହାନ୍ତି । ଫଳରେ ରାତିରେ ଯେମିତି ରଖା ଯାଇଥିଲା ଯନ୍ତାକୁ ସକାଳେ ସେମିତି ବାହାର କରାଯାଉଛି। ମୂଷାକୁ ଯନ୍ତାଆଡକୁ ଆକର୍ଷିତ କରିବା ପାଇଁ ଗୁଆଘିଅ ମଧ୍ୟ ଲଗାଯାଉଛି। ହେଲେ ତଥାପି ଯନ୍ତାରେ ପଡୁ ନାହାନ୍ତି ମୂଷା ।

puri

ମହାପ୍ରଭୁଙ୍କ ପିନ୍ଧିବିଥିବା ଵସ୍ତ୍ର ଓ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷକୁ ନଷ୍ଟ କରିଦେଉଥିବା ପ୍ରଶାସନ କହିଛି। ଏଭଳି ଏକ ବିଚିତ୍ର ସ୍ଥିତି ଗର୍ଭଗୃହରେ ସୃଷ୍ଟି ହୋଇଛି। ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ମୁଣ୍ଡବ୍ୟଥା କରାଇଛି ମୂଷା

ପୂର୍ବରୁ ଗର୍ଭଗୃହ ନଳାରେ ଜାଲି ଲଗାଯାଇଥିଲା ତଥାପି ମୂଷାଙ୍କୁ କାବୁ କରିବା କଷ୍ଟକର ହୋଇପଡୁଛି । ଏବେ ବ୍ରହ୍ମପୁରରୁ ଏକାଧିକ ସ୍ବତନ୍ତ୍ର ଯନ୍ତା ତିଆରି ହୋଇ ଗର୍ଭ ଗୃହରେ ବସାଯାଇଛି । ଗତକାଲି ଯନ୍ତାରେ ତିନୋଟି ବଡ ବଡ ମୂଷା ପଡିଥିବା ଜଣାପଡିଛି । ଆଗକୁ ଆହୁରି ମୂଷା ଯନ୍ତାରେ ପଡିବେ ବୋଲି ଅନୁମାନ କରାଯାଉଛି ।

ପଢନ୍ତୁ; ଆତ୍ମଘୋଷିତ ବାବା ଦାତି ମହରାଜଙ୍କ ବିରୋଧରେ ମାମଲା

Related posts

ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ENO Beuro

ନାସା ଦ୍ଵାରା ମିଳିଛି ଆଶ୍ଚର୍ଯ୍ୟଜନିତ ସୂଚନା : ମହାକାଶ ରୁ ଆସୁଛି ଅଦ୍ଭୁତ ଶବ୍ଦ

ENO Beuro

ଡିସେମ୍ବର ୨୭ ତାରିଖଠାରୁ ଆଇଡିବିଆଇ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ

ENO Beuro

Leave a Comment