Loading...

ପବିତ୍ର ଶ୍ରୀପଞ୍ଚମୀରେ ଆଜି ଅନୁକୂଳ ହେବ ରଥକାଠ

ପବିତ୍ର ଶ୍ରୀପଞ୍ଚମୀରେ ଆଜି ଅନୁକୂଳ ହେବ ରଥକାଠ

ପବିତ୍ର ଶ୍ରୀପଞ୍ଚମୀରେ ଆଜି ଅନୁକୂଳ ହେବ ରଥକାଠ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥକାଠ ପୂଜାର୍ଚ୍ଚନା କରାଯିବ।

ପବିତ୍ର ଶ୍ରୀପଞ୍ଚମୀରେ ଆଜି ଅନୁକୂଳ ହେବ ରଥକାଠ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥକାଠ ପୂଜାର୍ଚ୍ଚନା କରାଯିବ। ନୟାଗଡ଼ ବନଖଣ୍ଡରୁ ଆସିଥିବା କଠ ମଧ୍ୟରୁ ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁୁଖରେ ରଖାଯିବ। ଆଜି ସନ୍ଧ୍ୟାରେ ପୂଜା ପାଠ କରାଯିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.