Loading...

ଗଡୁଛି ଦିନ, ଫେରୁନି ୯୭୬୦ କୋଟିର ୨୦୦୦ ଟଙ୍କିଆ ନୋଟ

ଗଡୁଛି ଦିନ, ଫେରୁନି ୯୭୬୦ କୋଟିର ୨୦୦୦ ଟଙ୍କିଆ ନୋଟ

ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬%  ୨ ହଜାର ଟଙ୍କିଆ ନୋଟ୍‌ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍‌ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬%  ୨ ହଜାର ଟଙ୍କିଆ ନୋଟ୍‌ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍‌ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।ଅର୍ଥାତ ୪ ଲକ୍ଷ ୮୮ ହଜାର ଖଣ୍ଡ ୨ ହଜାର ଟଙ୍କିଆ ନୋଟ ଲୋକଙ୍କ ପାଖରେ ରହିଛି। ନଭେମ୍ବର ୩୦ ତାରିଖର କାରବାର ଶେଷ ସୁଦ୍ଧା ଏହି ନୋଟ୍‌ ଲୋକଙ୍କ ପାଖରେ ରହିଥିବା ରିଜର୍ଭ ବ୍ୟାଙ୍କ କହିଛି।

ସୂଚନାନୁସାରେ, ଚଳିତବର୍ଷ ମେ’ ମାସରେ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ସଂପର୍କରେ ଘୋଷଣା କରିଥିଲେ। ସେହି ସମୟରେ ପ୍ରଚଳନରେ ମୋଟ ୩.୫୬ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ଥିଲା। ସେବେଠାରୁ ବର୍ତ୍ତମାନ ମଧ୍ୟରେ ପ୍ରାୟ ୯୭.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରି ଆସିଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.